ETV Bharat / sitara

ଖାଇବାରେ ମସଗୁଲ କଙ୍ଗନା, ଭାଇରାଲ ହେଲା ଫଟୋ

ଭାରଇଲା ହେଲା କୁଇନ କଙ୍ଗନା ରଣାୱତଙ୍କ ଖାଇବା ଫଟୋ । ସାଉଥ ଇଣ୍ଡିଆ ଫୁଡର ମଜା ନେଇଥିବାର ନଜର ଆସୁଛନ୍ତି କଙ୍ଗନା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Jun 4, 2019, 10:13 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ଏହି ସମୟରେ ଅଶ୍ବିନୀ ଆୟ୍ୟର ତିୱାରୀଙ୍କ ସ୍ପୋର୍ଟ ଫିଲ୍ମ 'ପଙ୍ଗା'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ସେ ନିଜ ଭୂମିକା ପାଇଁ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ଫିଲ୍ମରେ ସେ ଜଣେ କବାଡୀ ଖେଳାଳି ଭୂମିକାରେ ଦେଖାଯିବେ । ତେଣୁ ସେ ଫିଲ୍ମ ଟିମ ସହ କବାଡୀର ପ୍ରାକ୍ଟିସ ମଧ୍ୟ କରୁଛନ୍ତି । ଇତିମଧ୍ୟରେ ତାଙ୍କର ଗୋଟିଏ ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ଲଞ୍ଚ କରୁଥିବାର ନଜର ଆସୁଛନ୍ତି ।

ମୁଖ୍ୟ କଥା ହେଲା କି ସେ ସାଉଥ ଇଣ୍ଡିଆନ ଫୁଡକୁ ଖୁବ୍ ଆନନ୍ଦରେ ଖାଉଥିବାର ଦେଖାଯାଇଛନ୍ତି । ଫିଲ୍ମ ଟିମ କଙ୍ଗନାଙ୍କ ଏହି ଫଟୋଟିକୁ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଆନ୍ନାଙ୍କ କମ୍ପାନୀ ଠାରୁ ଶାନଦାର ଅନ୍ୟ କୌଣସି ଜିନିଷ ହୋଇପାରିବ ନାହିଁ । ଆନ୍ନାଙ୍କ କମ୍ପାନୀ ତରଫରୁ କଙ୍ଗନାଙ୍କ ପାଇଁ ସାଉଥ ଇଣ୍ଡିଆନ ଫୁଡ ।"

ପ୍ରକାଶ ଥାଉକି କଙ୍ଗନା ଫିଲ୍ମ 'ପଙ୍ଗା' ପାଇଁ କେବେ ନିଜ ଶରୀର ଓଜନ ବଢାଇଛନ୍ତି ତ କେବେ କମ କରୁଛନ୍ତି । ଫିଲ୍ମ ପାଇଁ ତାଙ୍କୁ ସ୍ପେଶାଲ ଟ୍ରେନିଂ ମଧ୍ୟ ଦିଆଯାଇଛି । ଫିଲ୍ମରେ ତାଙ୍କ ସହ କବାଡୀ ଖେଳୁଥିବାର ନଜର ଆସିବେ ଅଭିନେତ୍ରୀ ରିଚ୍ଚା ଚଡ୍ଡା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.