ETV Bharat / sitara

ଓକିଲ ଇନ୍ଦିରା ଜୟସିଂହଙ୍କୁ କଡା ଜବାବ ଦେଲେ କଙ୍ଗନା

author img

By

Published : Jan 23, 2020, 5:07 AM IST

ବଲିଉଡ କୁଇନ କଙ୍ଗନା ରଣାୱତ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ବୟାନକୁ କଡା ସମାଲୋଚନ କରିଛନ୍ତି । ସେ କହିଛନ୍ତି, ଇନ୍ଦିରା ଜୟସିଂହଙ୍କ ଭଳି ମହିଳାଙ୍କ କୋଳରୁ ହିଁ ଦୁଷ୍କର୍ମକାରୀ ଜନ୍ମ ନିଅନ୍ତି । ଅଧିକ ପଢନ୍ତୁ...

kangana ranaut
ଫାଇଲ ଫଟୋ

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରଣାୱତ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ବୟାନକୁ କଡା ସମାଲୋଚନ କରିଛନ୍ତି । ସେ କହିଛନ୍ତି, ଇନ୍ଦିରା ଜୟସିଂହଙ୍କ ଭଳି ମହିଳାଙ୍କ କୋଳରୁ ହିଁ ଦୁଷ୍କର୍ମକାରୀ ଜନ୍ମ ନିଅନ୍ତି । ଏଭଳି ମହିଳାଙ୍କୁ ଦୁଷ୍କର୍ମକାରୀଙ୍କ ସହ 4 ଦିନ ଜେଲରେ ରଖାଯିବା ଆବଶ୍ୟକ ।

ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମା'ଙ୍କୁ ଦୋଷୀଙ୍କୁ କ୍ଷମା କରି ଦେବାକୁ ଉପଦେଶ ଦେଇଥିଲେ । ଏହି ବୟାନରେ ନିର୍ଭୟାଙ୍କ ମା’ ସମ୍ପୂର୍ଣ୍ଣ ବିଗିଡି ଯାଇଥିଲେ । ଇନ୍ଦିରାଙ୍କ ଏପରି ସାହାସ କେମିତି ହେଲା କହିବାକୁ ବୋଲି ନିର୍ଭୟାଙ୍କ ମା’ ପ୍ରଶ୍ନ କରିଥିଲେ । କୋର୍ଟରେ ମୁଁ ତାଙ୍କୁ ଦେଖିଥିଲେ, ସେ କେବେ ବି ଆମ ଅବସ୍ଥା ବିଷୟରେ ଜାଣିବାକୁ ଚେଷ୍ଟା କରିନଥିଲେ କିନ୍ତୁ ଏବେ ଦୋଷୀଙ୍କ ହିତରେ କହୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.