ETV Bharat / sitara

ନିଜ ଛେପ ଢୋକିଲେ କଙ୍ଗନା

ପୁଲଓ୍ବାମା ଆକ୍ରମଣ ପରେ ବି-ଟାଉନର କୁଇନ କଙ୍ଗନା ରଣାୱତ ପାକିସ୍ତାନ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ । ବର୍ତ୍ତମାନ ସେହି ବିବାଦୀୟକୁ ନେଇ ମତ ବଦଳାଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 4, 2019, 3:01 PM IST

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଦେଇଥିବା ବୟାନ ଉପରେ ନିଜର ମତ ରଖିଲେ କଙ୍ଗନା । ତେବେ କିଛି ଦିନ ପୂର୍ବରୁ ପାକିସ୍ତାନ ବିରୋଧ ବୟାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ କଙ୍ଗନା । ପରେ ଏନେଇ ପୁନର୍ବାର ସେ ନିଜର ମତ ବଦଳାଇଛନ୍ତି ।

ସେ କହିଛନ୍ତି କି ପୁଲଓ୍ବାମା ଘଟଣା ସମ୍ପର୍କରେ ଶୁଣିବା ପରେ ସେ କ୍ରୋଧାନ୍ବିତ ହୋଇ ଉଠିଥିଲେ । କ୍ରୋଧରେ ଥାଇ ସେ ଏପରି ବୟାନ ଦେଇଥିଲେ । ଏହା ଏକ କ୍ରୋଧଭରା ମନ୍ତବ୍ୟ ଥିଲା ବୋଲି ସେ କହିଥିଲେ ।

ପ୍ରକାଶ ଥାଉକି ଫେବୃଆରୀ 14ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ଭାରତୀୟ ସିଆରପିଏଫର 40 ଯବାନ୍ ଶହୀଦ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆକ୍ରମଣର ଦାୟୀ ବୋଲି ନିଜକୁ କହିଥିଲେ । ଆକ୍ରମଣ ପରେ କଙ୍ଗନା କଥିତ ରୂପେ କହିଥିଲେ କି ପାକିସ୍ତାନ ଉପରେ ପ୍ରତିବନ୍ଧ ଲଗାଇବା କେବଳ ସମାଧାନ ନୁହେଁ, ବରଂ ପାକିସ୍ତାନର ବିନାଶ ହିଁ ଗୋଟିଏ ମାତ୍ର ସମାଧାନ ।

ଏବେ ସେ କହିଛନ୍ତି କି ଏହା ଏକ କ୍ରୋଧ ଭାବନା ଥିଲା, ଯାହା ଆମ ସମସ୍ତଙ୍କୁ ସେହି ସମୟରେ ଅନୁଭବ ହୋଇଥିଲା । ଯେତେବେଳେ ଆମେ ଏହି ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଶୁଣିଥିଲୁ । ତାହା ସବୁଠାରୁ ବର୍ବର ଏବଂ ଅମାନବିକତା ଘଟଣା ଥିଲା । ସେହି ଘଟଣାଟି ଆମ ଅନ୍ତରାତ୍ମାରେ ସବୁବେଳେ ଘାଆ ପରି ରହିବ ।

ସେ ଆହୁରି କହିଛନ୍ତି କି ଆମେ ନିଜ ମନର ଏତେ ଗୁଲାମ ହେଇପାରିବା ନାହିଁ କି । ସେହି କ୍ଷଣି ମଧ୍ୟ ନିଜ ଭାବନକୁ କାମ କରିବାକୁ ଦେବେ । ତାଙ୍କ ଅନୁଯାୟୀ ସେହି ବର୍ବର ଘଟଣାରେ ତାଙ୍କୁ ବହୁତ ଆଘାତ ଲାଗିଥିଲା । ଏହାପରେ ତାଙ୍କ ମନ ଏପରି ହୋଇଥିଲା କି ସେ ସୀମା ପାରି କରି ଯିବେ କାହାର ବନ୍ଧୁକ ଛଡାଇ ଏହି ଘଟଣାର ପ୍ରତିଶୋଧ ନେବେ ।

undefined

ଭୁବନେଶ୍ୱର:ଅବସର ଥିଲା ରାଜ୍ୟର ଟେଲି କଳାକାରଙ୍କୁ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କାରାଯିବାର।ଯାହାକି ଅତିଥିମାନଙ୍କ ଦ୍ୱାରା ସୁଚାରୁ ରୂପେ କରିଥିଲେ।କାର୍ଯ୍ୟକ୍ରମର ଶେଷରେ କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟପ୍ରଦର୍ଶନ ପୂର୍ବକ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

 ତେବେ ଏହି ଅବସରରେ କଳାକାରମାନେ ପୁଲୱାମା ରେ ଆତଙ୍କବାଦୀ ମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲି ନ ଥିଲେ।ଯାହାକୁ ନିଜର ନୃତ୍ୟମାଧ୍ୟମରେ ଖୁବ ନିଖୁଣ ଭାବରେ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ କରିବା ସହିତ ଆଖିରେ କୋଣରେ ଅଶ୍ରୁ ଆଣିଦେଇଥିଲା।
Laxmikanta das
Bhubaneswar
Visual already sent by WhatsApp
Av
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.