ETV Bharat / sitara

'ଥଲାଇଭା'ର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଛନ୍ତି କଙ୍ଗନା !

'ଥଲାଇଭା' ଫିଲ୍ମକୁ ଦର୍ଶକ ପସନ୍ଦ କରୁଛନ୍ତି । ଏଥିଲାଗି ଏହାର ଦ୍ବିତୀୟ ଭାଗ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

author img

By

Published : Sep 11, 2021, 8:09 PM IST

'ଥଲାଇଭା'ର ଦ୍ବିତୀୟ ଭାଗ  ପାଇଁ ପ୍ରସ୍ତୁତି କରୁଛନ୍ତି କଙ୍ଗନା !
'ଥଲାଇଭା'ର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଛନ୍ତି କଙ୍ଗନା !

ମୁମ୍ବାଇ: ଗତ ସେପ୍ଟେମ୍ବର 10 ତାରିଖରେ ମୁକ୍ତିଲାଭ କରିଥିବା ଜୀବନୀ ନାଟକ 'ଥଲାଇଭା'ରେ ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ତାରକା କଙ୍ଗନା ରଣାୱତ । ଏଥିଲାଗି ତାଙ୍କୁ ସକରାତ୍ମକ ସମୀକ୍ଷା ମଧ୍ୟ ମିଳୁଛି । 1991 ରୁ 2016 ମଧ୍ୟରେ ୧୪ ବର୍ଷରୁ ଅଧିକ ସମୟ ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ । ଏହି ଫିଲ୍ମରେ କଙ୍ଗନାଙ୍କୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଥିବା ଦେଖିବାକୁ ମିଳୁଛି ।

ଏହି ଫିଲ୍ମରେ ଜୟଲଳିତାଙ୍କ ଜୀବନୀର ସମ୍ପୂର୍ଣ୍ଣ ଭାଗ ଦେଖିବାକୁ ମିଳିନାହିଁ । ଏଣୁ ଏହାର ଦ୍ବିତୀୟ ଭାଗ ଆସିପାରେ ବୋଲି ସୂଚନା ମିଳିଛି । ଦର୍ଶକ ମଧ୍ୟ ଫିଲ୍ମକୁ ପସନ୍ଦ କରୁଥିବାରୁ ଏହାର ଦ୍ବିତୀୟ ଭାଗ ଆସିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.