ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ଗୁରୁବାର ତାଙ୍କ ଚଳଚ୍ଚିତ୍ର 'ଥଲାଇଭି' ର ସୁଟିଂ ଶେଷ କରିବାକୁ ଦକ୍ଷିଣ ଭାରତ ଯାଇଛନ୍ତି।
-
Dear friends today is a very special day, resuming work after 7 months, travelling to southern India for my most ambitious bilingual project THALAIVI, need your blessings in these testing times of a pandemic.
— Kangana Ranaut (@KanganaTeam) October 1, 2020 " class="align-text-top noRightClick twitterSection" data="
P.S just clicked these morning selfies hope you all like them ❤️ pic.twitter.com/drptQUzvXK
">Dear friends today is a very special day, resuming work after 7 months, travelling to southern India for my most ambitious bilingual project THALAIVI, need your blessings in these testing times of a pandemic.
— Kangana Ranaut (@KanganaTeam) October 1, 2020
P.S just clicked these morning selfies hope you all like them ❤️ pic.twitter.com/drptQUzvXKDear friends today is a very special day, resuming work after 7 months, travelling to southern India for my most ambitious bilingual project THALAIVI, need your blessings in these testing times of a pandemic.
— Kangana Ranaut (@KanganaTeam) October 1, 2020
P.S just clicked these morning selfies hope you all like them ❤️ pic.twitter.com/drptQUzvXK
କଙ୍ଗନା ଟ୍ବିଟ୍ କରି କହିଛନ୍ତି, ପ୍ରିୟ ବନ୍ଧୁଗଣ, ଆଜି ଏକ ବିଶେଷ ଦିନ, ମୁଁ ସାତ ମାସ ପରେ ପୁଣିଥରେ କାମ ଆରମ୍ଭ କରୁଛି । ମୁଁ ମୋର ପ୍ରୋଜେକ୍ଟ 'ଥଲାଇଭି' ର ସୁଟିଂ ପାଇଁ ଦକ୍ଷିଣ ଭାରତ ଯାତ୍ରା କରୁଛି । ତୁମମାନଙ୍କର ଆଶୀର୍ବାଦ ଆବଶ୍ୟକ" ।
କଙ୍ଗନା ତାଙ୍କ ଟ୍ବିଟ୍ ସହିତ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ମର୍ଣ୍ଣିଂର ସେଲଫି ମଧ୍ୟ ପୋଷ୍ଟ କରିଛନ୍ତି । ଫଟୋର କ୍ୟାପସନରେ କଙ୍ଗନା ଲେଖିଛନ୍ତି, ଏହା ସକାଳ ସେଲଫିର ଏକ କ୍ଲିକ୍, ଆଶାକରେ ଆପଣ ସମସ୍ତେ ଏହାକୁ ପସନ୍ଦ କରିବେ ।
ଲକଡାଉନ ଆରମ୍ଭରୁ କଙ୍ଗନା ନିଜ ପରିବାର ସହିତ ମନାଲିରେ ସମୟ ବିତାଉଥିଲେ। ଫିଲ୍ମ 'ଥଲାଇଭି' ବିଜୟଙ୍କ ଦ୍ବାରା ନିର୍ଦ୍ଦେଶନା କରାଯାଉଛି । ଏହି ଚଳଚ୍ଚିତ୍ରଟି ତାମିଲ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ବାୟୋପିକ୍ । ଯେଉଁଥିରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ