ନୂଆଦିଲ୍ଲୀ: ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଅପମାନଜନକ ଟ୍ବିଟ ପାଇଁ ସମସ୍ୟା ଘେରରେ ସେ । କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ବିଷୟରେ କଙ୍ଗନା ଟ୍ବିଟ କରିଥିଲେ । ଯେଉଁଥିରେ ସେ ଜଣେ ମହିଳା ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ । ଏହି ଟ୍ବିଟ୍ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ । ଅନେକ ସେଲିବ୍ରିଟିଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କ ଉପରେ ଖପ୍ପା ହୋଇଥିଲେ ।
-
What you saying ! I am the hottest target in the country right now, target me and you will become media’s favourite, movie mafia will offer you roles, give you movies, filmfare award, shiv Sena tickets every thing. If I were a don you know 72 mulkon ki police mere peeche hoti 👑 https://t.co/wEbMTsl1DW
— Kangana Ranaut (@KanganaTeam) December 5, 2020 " class="align-text-top noRightClick twitterSection" data="
">What you saying ! I am the hottest target in the country right now, target me and you will become media’s favourite, movie mafia will offer you roles, give you movies, filmfare award, shiv Sena tickets every thing. If I were a don you know 72 mulkon ki police mere peeche hoti 👑 https://t.co/wEbMTsl1DW
— Kangana Ranaut (@KanganaTeam) December 5, 2020What you saying ! I am the hottest target in the country right now, target me and you will become media’s favourite, movie mafia will offer you roles, give you movies, filmfare award, shiv Sena tickets every thing. If I were a don you know 72 mulkon ki police mere peeche hoti 👑 https://t.co/wEbMTsl1DW
— Kangana Ranaut (@KanganaTeam) December 5, 2020
ଯାହାର ଜବାବରେ କଙ୍ଗନା ନିଜକୁ ହଟେଷ୍ଟ ଟାର୍ଗେଟ କହିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ‘ଆପଣମାନେ କଣ କହୁଛନ୍ତି,ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ । ମୋତେ ଟାର୍ଗେଟ୍ କରନ୍ତୁ ଆଉ ମିଡ଼ିଆର ପ୍ରିୟ ହୋଇଯାଆନ୍ତୁ । ମୁଭି ମାଫିଆ ଆପଣଙ୍କୁ ବଡ ବଡ ରୋଲ ଅଫର୍ କରିବେ, ଆପଣଙ୍କୁ ଫିଲ୍ମ ଦେବେ, ଫିଲ୍ମଫେୟାର ଆୱାର୍ଡ ଦେବେ, ଶିବସେନା ଟିକେଟ ଏବଂ ଆହୁରି ବହୁତ କିଛି । ଯଦି ମୁଁ ଡନ୍ ହୋଇଥାନ୍ତି ତାହେଲେ ୭୨ ଦେଶର ପୋଲିସ ମୋ ପଛରେ ପଡ଼ିଥାନ୍ତି’ ।
ଏବେ କଙ୍ଗନାଙ୍କ ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି ।