ETV Bharat / sitara

ସୁଶାନ୍ତଙ୍କ ସହ ହ୍ବାଟ୍ସଆପ ଚାଟ ପୋଷ୍ଟ କଲେ ରିୟା, ଜବାବ ଦେଲେ କେଆରକେ

author img

By

Published : Aug 10, 2020, 1:27 PM IST

କେଆରକେଙ୍କ ଟାର୍ଗେଟରେ ରିୟା । ସୁଶାନ୍ତଙ୍କ ସହ ହ୍ବାଟ୍ସଅପ ଚାଟ ସେୟାର କରି ହଟହଟା ସେ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ ।

Breaking News

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ପୁଣି ଆଜି(ସୋମବାର) ଇଡି ଜେରା କରିବ । ଇତିମଧ୍ୟରେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର ଧରିଛି । କାରଣ ସେ ନିକଟରେ ସୁଶାନ୍ତଙ୍କ ସହ ହ୍ବାଟ୍ସଅପରେ କଥା ହୋଇଥିବା ଚାଟର ସ୍କ୍ରିନସଟ ସେୟାର କରିଥିଲେ । ଯାହା ଜରିଆରେ ସେ ଜଣାଇଥିଲେ ସୁଶାନ୍ତ ନିଜ ପରିବାର ଓ ଭଉଣୀ ପ୍ରିୟଙ୍କାଙ୍କୁ ନେଇ ଚିନ୍ତିତ ରହୁଥିଲେ ।

ଏହି ଚାଟ ଲିକ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ଏତିକି ନୁହେଁ ରିୟାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଉଛି । ସୋସିଆଲ ମିଡିଆରେ ପୁଣିଥରେ ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କ ଉପରେ ଅସନ୍ତୋଷ ନଜର ଆସୁଛନ୍ତି । ଇତିମଧ୍ୟରେ ପ୍ରଯୋଜକ, ଅଭିନେତା କମାଲ ଆର ଖାନ ତାଙ୍କୁ ଟାର୍ଗେଟ କରି ଏକ ଟ୍ବିଟ କରିଛନ୍ତି।

ସେ ଟ୍ବିଟରେ ଲେଖିଛନ୍ତି, ‘ରିୟା ତୁମ ଅନୁଯାୟୀ ସୁଶାନ୍ତ ନିଜ ପରିବାର ସଦସ୍ୟଙ୍କ ଚେହେରା ବି ଦେଖିବାକୁ ଚାହୁଁନଥିଲେ । କଣ ଏହା ସତ କଥା । ଜଣେ ବାପାର ଏକମାତ୍ର ପୁଅ ଓ 4 ଭଉଣୀଙ୍କ ଗେହ୍ଲା ଭାଇ ନିଜ ପରିବାରକୁ ସାକ୍ଷାତ କରିବାକୁ ଚାହୁଁନଥିଲା । ତୁମ ଠିକ୍ କହୁଛ ଡ୍ରାମା କୁଇନ । ଆଉ କେତେ ତଳକୁ ଖସିବ । ଏବେ ତ ଲଜ୍ୟା କର।’

  • Platinum digger #RheaChakraborty said- Sushant Singh didn’t want to meet his family. Oh really? Alone son of his father and prince brother of his 4 sisters didn’t want to meet his family? Are you sure Drama queen? Aur Kitna Girogi. Ab Toh Sharam Karo!

    — KRK (@kamaalrkhan) August 9, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ରିଆଙ୍କ ଚାର୍ଟରେ ଦେଖିବାକୁ ମିଳୁଛି ସୁଶାନ୍ତ ନିଜ ଭଉଣୀ ପ୍ରିୟଙ୍କାଙ୍କୁ ନେଇ ଚିନ୍ତିତ ଥିବା କଥା । ଏହି ମାମଲାରେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରିଆ ଚାହୁଁଛନ୍ତି ସୁଶାନ୍ତଙ୍କ ଭଉଣୀ ଇମେଜ ଖରାପ କରିବାକୁ । ରିଆ ସେହି ସବୁ କାମ କରିଥିଲେ ଯାହାଦ୍ବାରା ସୁଶାନ୍ତ ଧିରେ ଧିରେ ନିଜ ପରିବାରଠୁ ଦୂରାଉଥିଲେ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.