ETV Bharat / sitara

ବଲିଉଡରେ ବନ୍ଧୁତା, ଫ୍ରେଣ୍ଡସିପ ଡେ ପାଳିଲା ବି-ଟାଉନ

author img

By

Published : Aug 2, 2020, 8:48 PM IST

ବନ୍ଧୁତ୍ୱ ଦିବସରେ ବହୁ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ସାଙ୍ଗମାନଙ୍କ ସହିତ ସ୍ମରଣୀୟ ସ୍ମୃତିକୁ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

kajol shraddha kapoor bipasha basu and other bollywood celebs celebrate friendship day
ଫ୍ରେଣ୍ଡସିପ ଡେ ପାଳନ କଲେ ବି-ଟାଉନ ସେଲିବ୍ରିଟି

ନୂଆଦିଲ୍ଲୀ: ଅଗଷ୍ଟ ମାସର ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ଆଜି ବଲିଉଡ ସେଲିବ୍ରିଟି ବନ୍ଧୁତ୍ୱ ଦିବସ ପାଳିଛନ୍ତି ।

ବନ୍ଧୁତା ଦିବସରେ ବହୁ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ସାଙ୍ଗମାନଙ୍କ ସହିତ ସ୍ମରଣୀୟ ସ୍ମୃତିକୁ ସେୟାର କରିଛନ୍ତି ।

କାଜଲ ଦେବଗନ୍ ଇନଷ୍ଟାଗ୍ରାମରେ ତାଙ୍କ ସାଙ୍ଗମାନଙ୍କ ସହିତ କିଛି ଫଟୋ ପୋଷ୍ଟ କରି ପୋଷ୍ଟରେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଫଟୋରେ କାଜଲଙ୍କ ସହିତ ଇଣ୍ଡଷ୍ଟ୍ରିର ତାଙ୍କ ଘନିଷ୍ଠ ବନ୍ଧୁ ଶାହରୁଖ ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନଜର ଆସିଛନ୍ତି ।

ଏଥିସହିତ ଦ୍ବିତୀୟ ଫଟୋରେ କାଜଲଙ୍କ ଭଉଣୀ ତନିଶା ମୁଖାର୍ଜୀ ଏବଂ ତାଙ୍କ ବନ୍ଧୁ ମଦୁରା ସମରଥ, ମୟୂରୀଙ୍କ ସହ ଏକ ଫଟୋ ଦେଖିବାକୁ ମିଳିଥିଲା । ଫଟୋ ସହିତ, କାଜଲ କ୍ୟାପସନରେ ଲେଖିଛନ୍ତି, ମୋର ସମସ୍ତ ବନ୍ଧୁଙ୍କୁ ଗୋଟିଏ ଫ୍ରେମରେ ଫିଟ୍ କରି ପାରିବି ନାହିଁ । ମୁଁ ତୁମମାନଙ୍କୁ ବହୁତ ଭଲ ପାଏ । ହାପି ଫ୍ରେଣ୍ଡସିପ ଡେ ।

ଏହି ଅବସରରେ ଶ୍ରଦ୍ଧା କପୁର ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି, ହାପି ଫ୍ରେଣ୍ଡସିପ ଡେ ।

ବରିଷ୍ଠ ଅଭିନେତା ପରେଶ ରାୱଲ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଏକ ଖାସ ଅନ୍ଦାଜରେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପରେଶ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପରେଶ ଫିଲ୍ମ 'ହେରା ଫେରି'ର 'ବାବୁ ରାଓ' ଭୂମିକାରେ ନଜର ଆସିଛନ୍ତି । ଫଟୋରେ ଲେଖାଥିଲା, "ଆରେ ସବକୋ ହାପି ଫ୍ରେଣ୍ଡସିପ୍ ଡେ ରେ ବାବା" ।

'ଧଡକନ୍' ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ଛାତ ଉପରେ ବନ୍ଧୁଙ୍କ ସହ ଯୋଗ କରୁଥିବାର ଏକ ଭିଡିଓ ସେୟାର କରି ତାଙ୍କୁ ହାପି ଫ୍ରେଣ୍ଡସିପ ଡେ ର ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତା କରଣ ସିଂ ଗ୍ରୋଭର ଇନଷ୍ଟାଗ୍ରାମରେ ପତ୍ନୀ ବିପାଶା ବସୁଙ୍କ ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋର କ୍ୟାପନରେ ସେ ଲେଖିଛନ୍ତି, ହାପି ଫ୍ରେଣ୍ଡସିପ୍ ଡେ ମାଇ ବେଷ୍ଟ ଫ୍ରେଣ୍ଡ ଏଭର । ଲଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.