ETV Bharat / sitara

ନୋ ମେକଅପ ଫଟୋ ସେୟାର କରି ଟ୍ରୋଲ ହେଲେ ଜୁହି

author img

By

Published : May 30, 2021, 9:57 PM IST

ନିକଟରେ ଜୁହି ଇନଷ୍ଟାଗ୍ରାମରେ ତାଙ୍କର ଏକ ବିନା ମେକଅପ୍ ର ଫଟୋ ସେଲଫି ସେୟାର କରିଛନ୍ତି । ଜୁହିଙ୍କ ଏହି ଫଟୋକୁ କିଛି ଫ୍ୟାନ୍ସ ପ୍ରଶଂସା କରିଥିବାବେଳେ କିଛି ୟୁଜର୍ସ ଏହାକୁ ଟ୍ରୋଲ କରୁଛନ୍ତି । ଅଧିକ ପଢନ୍ତୁ...

juhi-chawla-trolled-after-no-makeup-look-selfie-on-instagram-users-called-her-budhi-aurat
ନୋ ମେକଅପ ଫଟୋ ୟେସାର କରି ଟ୍ରୋଲ ହେଲେ ଜୁହି

ନୂଆଦିଲ୍ଲୀ: ଏବେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଚଳଚ୍ଚିତ୍ର ଏବଂ ଅଭିନୟଠାରୁ ଦୂରରେ ଥାଇପାରନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ଜୁହି ପ୍ରାୟତଃ ଫଟୋ ଏବଂ ଭିଡିଓ ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରନ୍ତି ।

ନିକଟରେ, ଜୁହି ଇନଷ୍ଟାଗ୍ରାମରେ ତାଙ୍କର ଏକ ବିନା ମେକଅପ୍ ର ଫଟୋ ସେଲଫି ସେୟାର କରିଛନ୍ତି ।

ଫଟୋ ସେୟାର କରି ଜୁହି କ୍ୟାପସନରେ ଲେଖିଛନ୍ତି, ଶାନ୍ତିର ଅର୍ଥ ସୂର୍ଯ୍ୟୋଦୟ ଦେଖିବା ଏବଂ ଏଥିପାଇଁ କାହାକୁ ଧନ୍ୟବାଦ ଜଣାଇବା ।

ଜୁହିଙ୍କ ଏହି ଫଟୋକୁ କିଛି ଫ୍ୟାନ୍ସ ପ୍ରଶଂସା କରିଥିବାବେଳେ କିଛି ୟୁଜର୍ସ ଏହାକୁ ଟ୍ରୋଲ କରୁଛନ୍ତି ।

ଅଭିନେତ୍ରୀଙ୍କ ଫଟୋରେ କିଛି ୟୁଜର୍ସ ଲେଖିଛନ୍ତି, କିରଣ, ତୁମେ ବୁଢୀ ହୋଇଗଲଣି, କିନ୍ତୁ ତୁମେ ହଁ କର କି ନା କର ତୁମେ କେବଳ ମୋର'।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି,' ତୁମେ ପୁରାପୁରି ବୁଢୀ ହୋଇଯାଇଛ' ।

ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'କ୍ୟା ସେ କ୍ୟା ହୋଗୟା ଦେଖତେ ଦେଖତେ'।

ପ୍ରକାଶ ଥାଉ କି, 1984 ମସିହାରେ ଜୁହି 'ମିସ୍ ଇଣ୍ଡିଆ' ଟାଇଟେଲ୍ ଜିତିଥିଲେ ଏବଂ 1986 ରିଲିଜ୍ 'ସଲ୍ତନତ'ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.