ETV Bharat / sitara

‘ମେରା ଭାରତ ମହାନ୍’

author img

By

Published : Apr 19, 2020, 8:19 PM IST

କବିତା ଜରିଆରେ ୱାର୍କର୍ସ, ପୋଲିସ ଓ କୋରୋନା ଭାଇରସ କ୍ରାଇସେସ ସହ ଲଢୁଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ଜନ ଅବ୍ରାହମ।

_john abraham
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: କୋରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ। ଏହି ସଂକ୍ରମଣରୁ ଜନସାଧାରଣଙ୍କୁ ବଞ୍ଚାଇବା ପାଇଁ ଅନେକ ଦେଶକୁ ଲକଡାଉନ କରିଦିଆଯାଇଛି। ସେହିପରି ଡାକ୍ତର, ପୋଲିସକର୍ମୀ ଓ ସଫେଇ କର୍ମଚାରୀ ଦିନ-ରାତି ଲୋକଙ୍କ ସହଯୋଗରେ ଲାଗିଛନ୍ତି। ଇତିଧମ୍ୟରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଟ୍ବିଟରରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ।

ଯେଉଁଥିରେ ସେ ଏକ ଇମୋଶନାଲଭରା କବିତା ପଢୁଥିବାର ଦେଖାଯାଉଛନ୍ତି। କବିତାରେ ଫ୍ରଣ୍ଟଲାଇନ ୱାର୍କର୍ସ, ପୋଲିସ ଓ କୋରୋନା ଭାଇରସ କ୍ରାଇସେସ ସହ ଲଢୁଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି କବିତାଟିକୁ ଫିଲ୍ମ ‘ସତ୍ୟାମେବ ଜୟତେ’ ନିର୍ଦ୍ଦେଶକ ମିଲାପ ଜଭେରୀ ଲେଖିଛନ୍ତି । ଯାହାକୁ ଶୁଣି ଆପଣଙ୍କ ମଧ୍ୟ ଇମୋଶନାଲ ହୋଇଯିବ । ଜନ ଭିଡିଓରେ କହୁଛନ୍ତି ‘ସଡକେ ହେଁ ଲାୱାରିସ, ଘର ପର ବୈଠା ଇନସାନ ହେ। ଜହାଁ ଖେଲତେ ଥେ ସବ ବଚ୍ଚେ ଅବ ଖାଲି ବୋ ମୈଇଦାନ ହେ। ମନ୍ଦିର ଓ ମସଜିତ ହେ ବନ୍ଦ ଖୁଲି ରାସନ କି ଦୁକାନ ହେ। ହୋସଲା ଫିର ଦିଲୋଁ ମେଁ କ୍ୟୁଂକୋ ମେରା ଭାରତ ମହାନ ହେ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.