ETV Bharat / sitara

ନେପୋଟିଜିମ ପ୍ରସଙ୍ଗରେ ମୁହଁ ଖୋଲିଲେ ଜିଶୁ ସେନଗୁପ୍ତା - jisshu sengupta on nepotism

'ଶକୁନ୍ତଲା ଦେବୀ'ରେ ବିଦ୍ୟା ବାଲାନଙ୍କ କୋ-ଷ୍ଟାର ଜିଶୁ ବଙ୍ଗଳା ସିନେମାରେ ବହୁତ ସଫଳତା ହାସଲ କରିଛନ୍ତି । ନିକଟରେ ନେପୋଟିଜିମ ବିଷୟରେ ଜିଶୁ କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାରମାନେ ରହିବା କେବଳ ସେମାନଙ୍କ ଟ୍ୟାଲେଣ୍ଟ ଏବଂ ଭାଗ୍ୟ ଉପରେ ନିର୍ଭର କରିଥାଏ । ଇଣ୍ଡଷ୍ଟ୍ରିରେ ନେପୋଟିଜିମ ଆଗରୁ ଥିଲା ଏବଂ ସର୍ବଦା ରହିବ । ଅଧିକ ପଢନ୍ତୁ...

jisshu sengupta on nepotism it was always there it will be there
ନେପୋଟିଜିମ ଉପରେ ବୟାନ ଦେଲେ ଜିଶୁ ସେନଗୁପ୍ତା
author img

By

Published : Jul 31, 2020, 4:35 PM IST

ମୁମ୍ବାଇ: ବଙ୍ଗଳା ଅଭିନେତା ଜିଶୁ ସେନଗୁପ୍ତା କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାରମାନେ ରହିବା କେବଳ ସେମାନଙ୍କ ଟ୍ୟାଲେଣ୍ଟ ଏବଂ ଭାଗ୍ୟ ଉପରେ ନିର୍ଭର କରିଥାଏ ।

'ଶକୁନ୍ତଲା ଦେବୀ'ରେ ବିଦ୍ୟା ବାଲାନଙ୍କ କୋ-ଷ୍ଟାର ଜିଶୁ ବଙ୍ଗଳା ସିନେମାରେ ବହୁତ ସଫଳତା ହାସଲ କରିଛନ୍ତି ।

ଜିଶୁ କହିଛନ୍ତି, ମୁଁ ବୁଝିପାରୁ ନାହିଁ ନେପୋଟିଜିମକୁ ନେଇ କାହିଁକି ଏତେ ଆଲୋଚନା । ଇଣ୍ଡଷ୍ଟ୍ରିରେ ନେପୋଟିଜିମ ଆଗରୁ ଥିଲା ଏବଂ ସର୍ବଦା ରହିବ ।

ମୋ ଝିଅ ବହୁତ କମ ବୟସରୁ ଏକ ଫିଲ୍ମ କରିସାରିଛନ୍ତି । ସେ ଜଣେ ବହୁତ ଭଲ ଅଭିନେତ୍ରୀ । ଯଦି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର କ୍ୟାରିୟର କରିବାକୁ ଚାହାଁନ୍ତି,ତେଣୁ ମୁଁ ତାଙ୍କୁ ସାହାଯ୍ୟ ଏବଂ ସମର୍ଥନ କରିବି । କିନ୍ତୁ ଏକ ସର୍ତ୍ତ ଅନୁଯାୟୀ ତାଙ୍କୁ ଦକ୍ଷ ହେବାକୁ ପଡିବ ଏବଂ ତାଙ୍କୁ ଜଣେ ଭଲ କଳାକାର ଭାବରେ ନିଜକୁ ପ୍ରମାଣ କରିବାକୁ ପଡିବ । ତେବେ ମୁଁ ଭାବୁଛି ଏଥିରେ କୈଣସି ଭୁଲ ନାହିଁ ।

ଯଦି କିଛି ଭୁଲ ହେଉଛି, ତେବେ ତୁମକୁ ବିରୋଧ କରିବା ଉଚିତ୍ । କିନ୍ତୁ ତୁମେ ବିନା ପ୍ରମାଣରେ ଅନ୍ୟମାନଙ୍କ ଉପରେ ଦୋଷ ଲଗାଇବା ଉଚିତ୍ ନୁହେଁ ।

ବଙ୍ଗଳା ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିବା ବ୍ୟତୀତ ଜିଶୁ ବଲିଉଡରେ 'ମରଦାନି', 'ବର୍ଫି', 'ପିକୁ' ଏବଂ 'ମଣିକର୍ଣ୍ଣିକା: ଦ କୁଇନ ଅଫ ଝାନ୍ସି' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

"ଶକୁନ୍ତଳା ଦେବୀ" ରେ ବିଦ୍ୟାଙ୍କ ସହ ତାଙ୍କର ଅଫ୍ ସ୍କ୍ରିନ୍ କେମେଷ୍ଟ୍ରି ବିଷୟରେ ଜିଶୁ କହିଛନ୍ତି, ବିଦ୍ୟାଙ୍କ ସହ କାମ କରିବା ପାଇଁ ମୋର ଆଗରୁ ଇଚ୍ଛା ଥିଲା । ମୁଁ ଜଣେ ଅଭିନେତା ଭାବରେ ତାଙ୍କର ଜଣେ ବହୁତ ବଡ ପ୍ରଶଂସକ ଥିଲି । କିନ୍ତୁ ବର୍ତ୍ତମାନ ମୁଁ ଜଣେ ସାଧାରଣ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କର ଜଣେ ପ୍ରଶଂସକ ଅଟେ । ସେ ଜଣେ ବହୁତ ଭଲ ମଣିଷ ସହିତ ଏକ ଚମତ୍କାର କଳାକାର ଅଟନ୍ତି । ସେଟ୍ ରେ ଆମେ ଦୁହେଁ ବହୁତ ମସ୍ତି କରୁଥିଲୁ ।

ପ୍ରକାଶ ଥାଉ କି, "ଶକୁନ୍ତଲା ଦେବୀ" ଜୁଲାଇ 31 ରୁ ଆମାଜନ ପ୍ରାଇମରେ ପ୍ରିମିୟର ହେବ । ଏଥିରେ ସାନିଆ ମଲହୋତ୍ରା ଏବଂ ଅମିତ ସାଧ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.