ETV Bharat / sitara

କ୍ବାରେଣ୍ଟାଇନରେ ମା'ଙ୍କୁ ମିସ କରୁଛନ୍ତି ଜାହ୍ନବୀ

author img

By

Published : Mar 31, 2020, 3:42 PM IST

ସୋସିଆଲ ମିଡିଆରେ ନୂଆ ପୋଷ୍ଟ ସେୟାର କରି ମା'ଙ୍କୁ ଏବେ ଡ୍ରେସିଂ ରୁମରେ ଅନୁଭବ କରୁଛନ୍ତି ବୋଲି କହିଲେ ଜାହ୍ନବୀ ।

janhvi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ ସେଲିବ୍ରିଟି ଲକଡାଉନ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି। କ୍ବାରେଣ୍ଟାଇନ ସମୟରେ ନୂଆ ନୂଆ ଟ୍ୟାଲେଣ୍ଟ ଦର୍ଶକଙ୍କୁ ଦେଖାଇବାରେ ଲାଗିଛନ୍ତି । କିଏ ଘରେ ବାସନ ସଫା ଭିଡିଓ ସେୟାର କରୁଛନ୍ତି ତ ଆଉ କି ପେଣ୍ଟିଂ କରି ସମୟ ବିତାଉଛନ୍ତି। ହେଲେ ଇତିମଧ୍ୟରେ ଇମୋଶନାଲ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଦୁଃଖି କରିଦେଇଛନ୍ତି ‘ଧଡକ’ ଫେମ ଜାହ୍ନବୀ କପୁର। ଯେଉଁଥିରେ ସେ ପିତା, ଭଉଣୀ ଓ ମା' ଶ୍ରୀଦେବୀଙ୍କ ଆଲୋଚନା କରିଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଜାହ୍ନବୀ ଲେଖିଛନ୍ତି, ‘ମୁଁ ମା'ଙ୍କୁ ତାଙ୍କ ଡ୍ରେସିଂ ରୁମରେ ଅନୁଭବ ପାରୁଛି। ଏପରି ଅନେକ ଜିନିଷ ପୋଷ୍ଟରେ ଲେଖିଛନ୍ତି ଜାହ୍ନବୀ।’

ପ୍ରକାଶ ଥାଉକି ଜାହ୍ନବୀ ଖୁବଶୀଘ୍ର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ, ହରର କମେଡି ଫିଲ୍ମ ‘ରୁହି ଅଫଜା’ ଓ ‘ଦୋସ୍ତାନା-2’ରେ ନଜର ଆସିବେ । ହେଲେ ଏବେ ଏହି ସୁବ ଫିଲ୍ମର ସୁଟିଂ ରଦ୍ଦ କରାଯାଇଛି । କୋରୋନା ଭାଇରାସ ପାଇଁ ଇଣ୍ଡଷ୍ଟ୍ରିରେ କାମ ବର୍ତ୍ତମାନ ବନ୍ଦ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.