ETV Bharat / sitara

ଇଶାନଙ୍କ ସହ ରିଲେସନଶିପ ଉପରେ ବୟାନ ରଖିଲେ ଜାହ୍ନବୀ - ଜାହ୍ନବୀ କପୁର କୋଷ୍ଟାର ଇଶାନ ଖଟ୍ଟର

ନିକଟରେ ନେହା ଧୂପିୟାଙ୍କ ଚାର୍ଟ ଶୋରେ ନଜର ଆସିଥିଲେ ‘ଧଡକ’ ଫେମ ଜାହ୍ନବୀ କପୁର। ଆଉ ଇଶାନ ଖଟ୍ଟରଙ୍କ ଉପରେ ଦେଇଥିଲେ ବଡ ବୟାନ।

janhvi kapoor and ishaan khattar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର ଫ୍ଯାନକ୍ଲବ
author img

By

Published : Dec 25, 2019, 7:24 PM IST

ମୁମ୍ବାଇ: ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କପୁର ଗତ ବର୍ଷ ‘ଧଡକ’ ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ। ଆଉ ଏବେ ସେ ନିଜ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ। ଗୁଞ୍ଜନ ସାକ୍ସେନା ବାୟୋପିକର ସୁଟିଂ ସେ ନିକଟରେ ଶେଷ କରିଥିଲେ। ଏହାବ୍ୟତୀତ ସେ ରାଜକୁମାର ରାଓଙ୍କ ସହ ‘ରୁହି ଅଫଜା’ରେ ନଜର ଆସିବେ। ଫିଲ୍ମ ବ୍ୟତୀତ ସବୁବେଳେ ତାଙ୍କ ଲଭଲାଇଫକୁ ନେଇ ଚର୍ଚ୍ଚା ଅଧିକ ଦେଖିବାକୁ ମିଳିବେ। ‘ଧଡକ’ କୋଷ୍ଟାର ଇଶାନ ଖଟ୍ଟରଙ୍କ ସହ ତାଙ୍କ ରିଲେସନଶିପର ଚର୍ଚ୍ଚା ଫ୍ୟାନ୍ସ ସବୁବେଳେ କରନ୍ତି । ସବୁବେଳେ ଏହି ମାମଲାରେ ମୌନ ବ୍ରତ ପାଳିଆସୁଥିବା ଜାହ୍ନବୀ ପ୍ରଥମଥର ନିଜ ଡେଟିଂ ଚର୍ଚ୍ଚା ଉପରେ ବୟାନ ଦେଇଛନ୍ତି।

ଅଭିନେତ୍ରୀ ନେହା ଧୂପିୟାଙ୍କ ଚାର୍ଟ ଶୋ ‘ନୋ ଫିଲ୍ଟର ନେହା’ରେ ନିକଟରେ ନଜର ଆସିଥିଲେ ଜାହ୍ନବୀ । ଆଉ ଏହି ଶୋରେ ସେ ଇଶାନଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଜବାବ ଦେଇଥିଲେ। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଶୋ’ ନେହାଙ୍କ ପ୍ରଶ୍ନରେ ଉତ୍ତର ଦେଇ ଜାହ୍ନବୀ କହିଥିଲେ ଯେ ଇଶାନ କେବଳ ତାଙ୍କର ଭଲ ବନ୍ଧୁ। କାରଣ ଆମ ମଧ୍ୟରେ ଝଗଡା ବହୁତ ହୁଏ । ଆମେ ଦୁଇଜଣ ଦେଖା ହେଲା ଖୁବ୍ ମସ୍ତି କରୁ ।

ଖାଲି ଏତିକି ନୁହେଁ ଇଶାନଙ୍କ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ସେ ବହୁତ ଭଲ ବ୍ୟକ୍ତି । ତାଙ୍କ ହୃଦୟ ପରି ତାଙ୍କ ମନ ମଧ୍ୟ ସଫା । ଆଉ ତାଙ୍କ ଆଖି ସବୁଠୁ ଆକର୍ଷଣୀୟ। ବର୍ତ୍ତମାନ ଇଶାନଙ୍କ ସହ ତାଙ୍କର କୌଣସି ଲଭ ସିନ ନାହିଁ। ଏବେ ସେ ସିଙ୍ଗଲ ଅଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.