ETV Bharat / sitara

ଆପତ୍ତିଜନକ କମେଣ୍ଟସକୁ ନେଇ ଦୁଃଖ ବଖାଣିଲେ ଶ୍ରୀଲଙ୍କା ସୁନ୍ଦରୀ - comments

ସୋସିଆଲ ମିଡିଆରେ ଆପତ୍ତିଜନକ କମେଣ୍ଟସକୁ ନେଇ ଜ୍ୟାକଲିନ ପଚାରିଲେ ପ୍ରଶ୍ନ । କହିଲେ ସେ କାହାର କଣ କରିଛନ୍ତି, ଯାହା ପାଇଁ ତାଙ୍କୁ ଏପରି କମେଣ୍ଟର ସୋସିଆଲ ମିଡିଆରେ ସାମ୍ନା କରିବାକୁ ପଡୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜ୍ୟାକଲୀନ ଫର୍ଣ୍ଣାଡେଜ
author img

By

Published : May 25, 2019, 9:30 PM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ କହିଛନ୍ତି କି ସେ ଜଣେ ସମ୍ବେଦନଶୀଳ ମହିଳା । ସୋସିଆଲ ମିଡିଆରେ ନକାରତ୍ମକ ଟିପ୍ପଣୀ ତାଙ୍କୁ ଖୁବ୍ ପ୍ରଭାବିତ କରିଥାଏ । ନେହା ଧୂପିୟାଙ୍କ 'BFFs With Vogue'ର ସିଜନ-3ରେ ଅଭିନେକା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ପହଞ୍ଚିଥିଲେ ଜ୍ୟାକଲିନ । ସେଠାରୁ ଦୁଇଜଣ ନିଜ ନିଜ ମନ କଥା କହିଥିବାର ନଜର ଆସିଥିଲେ । ଶୋରେ ଜ୍ୟାକଲିନ ଓ କାର୍ତ୍ତିକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା ମଧ୍ୟ କରିଥିଲେ ।

ଶୋର ହୋଷ୍ଟ ନେହା ତାଙ୍କୁ ପ୍ରଶ୍ନ କରିଥିଲେ କି ସବୁ ଜିନିଷ ଆପଣଙ୍କୁ ପ୍ରଭାବିତ କରୁଛି କି । ଏହାର ଜବାବ ଦେଇ ଜ୍ୟାକଲିନ କହିଥିଲେ କି ସେ ବହୁତ ସେନ୍ସେଟିଭ ଏବଂ ତାଙ୍କୁ ନେଗେଟିଭ କଥା ପ୍ରଭାବିତ କରିଥାଏ । ଏହି ସବୁ ଜିନିଷରେ ସେ ପ୍ରଭାବିତ ହୁଅନ୍ତି କାରଣ ତାଙ୍କୁ ବିନା କାରଣରେ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଏ । ତେଣୁ ସେ ନକାରତ୍ମକ ପ୍ରଭାବରେ ଖୁବ୍ ପ୍ରଭାବିତ ହୋଇ ଭାବନ୍ତୁ ସେ କଣ କରିଛନ୍ତି କି ତାଙ୍କୁ ଏତେ ଖରାପ କୁହାଯାଇଛି ।

ଶୋରେ ତାଙ୍କ ସହ ଉପସ୍ଥିତ ଥିବା କାର୍ତ୍ତିକ ସୋସିଆଲ ମିଡିଆ କମେଣ୍ଟସକୁ ନେଇ କହିଥିଲେ କି ତାଙ୍କ ପାଇଁ 99 ପ୍ରତିଶତ ଭଲ କମେଣ୍ଟ ରହିଥାଏ କିନ୍ତୁ ଦୁଇ, ତିନି କମେଣ୍ଟ ନେଗେଟିଭ ମଧ୍ୟ ଥାଏ । ତେଣୁ ସେ ଏତେ ପ୍ରଭାବିତ ହୁଅନ୍ତି ନାହିଁ ୟୁଜର୍ସଙ୍କ କମେଣ୍ଟରେ ।

ପ୍ରକାଶ ଥାଉକି ଜ୍ୟାକଲିନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ତାଙ୍କ ଇନଷ୍ଟାଗ୍ରାମରେ 2.8 ମିଲିୟନ ଫଲୋଅର୍ସ ଅଛନ୍ତି । ଅନ୍ୟପଟେ ଟ୍ବିଟରରେ 1.3 ମିଲିୟନ ଫଲୋଅର୍ସ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.