ETV Bharat / sitara

ଜ୍ୟାକିଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ସରପ୍ରାଇଜ

author img

By

Published : Feb 1, 2020, 5:49 PM IST

ବି-ଟାଉନର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏଣ୍ଟ୍ରି କଲେ ଜ୍ୟାକି ଶ୍ରଫ । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ମିଳିଲା ଏହି ସରପ୍ରାଇଜ ।

jackie shroff
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଆକ୍ଟର ଜ୍ୟାକି ଶ୍ରଫ ଆଜି ନିଜର 63ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରେ ଫ୍ୟାନ୍ସଙ୍କୁ ଖାସ୍ ଉପହାର ଦିଆଯାଇଛି । ଯାହାକୁ ନେଇ ଖୁସି ନଜର ଆସୁଛନ୍ତି ଫ୍ୟାନ୍ସ । ଆଜ୍ଞା ହଁ, ଜ୍ୟାକି ବର୍ତ୍ତମାନ ରୋହିତ ସେଟ୍ଟୀଙ୍କ କପ ୟୁନିଭର୍ସର ଅଂଶ ହୋଇସାରିଛନ୍ତି । ସେ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ଏହାର ଘୋଷଣା ରୋହିତ ସୋସିଆଲ ମିଡିଆରେ କରିଛନ୍ତି ।

ସେ ଜ୍ୟାକିଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଯଦି ଆପଣଙ୍କୁ ଲାଗୁଛି କି ଆପଣ କପ ୟୁନିଭର୍ସର ସବୁ ଭୂମିକା ବିଷୟରେ ଜାଣିଛନ୍ତି । ଆପଣଙ୍କ ପାଇଁ ନିଜକୁ ଆଣିଲେ ଜ୍ୟାକି ଶ୍ରଫ । ଆଉ ସରପ୍ରାଇଜ ଏବେ ମଧ୍ୟ ବାକି ଅଛି ମୋ ବନ୍ଧୁ ।’

ପ୍ରକାଶ ଥାଉକି ରୋହିତଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ସହ ଦୀର୍ଘ ସମୟରେ କ୍ୟାଟ୍ରିନା କୈଫ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଫିଲ୍ମ ରୋହିତଙ୍କ କପ ୟୁନିଭର୍ସର ଚତୁର୍ଥ ଫିଲ୍ମ । ଏହାର ଆରମ୍ଭ 2011ରେ ଆସିଥିବା ‘ସିଂଘମ’ରୁ ହୋଇଥିଲା। ସବୁଠାରୁ ମଜାଦାର କଥା ହେଲା ଯେ ‘ସୂର୍ଯ୍ୟବଂଶୀ’ରେ ଦର୍ଶକ ଅକ୍ଷୟଙ୍କ ସହ ସିଂଘମ ଅଜୟ ଦେବଗନ ଓ ସିମ୍ବା ରଣବୀର ସିଂଙ୍କୁ ଅତିଥି କଳାକାର ରୂପେ ଦେଖିବାକୁ ପାଇବେ । ଫିଲ୍ମ ମାର୍ଚ୍ଚ 27ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.