ETV Bharat / sitara

'ବଧାଇ ଦୋ'ର ସୁଟିଂ ଶେଷ ! - 'ବଧାଇ ଦୋ'ର ସୁଟିଂ ଶେଷ!

ଜଙ୍ଗଲି ପିକ୍ଚର୍ସର 'ବଧାଇ ଦୋ'ର ସୁଟିଂ ବର୍ତ୍ତମାନ ଶେଷ ହୋଇଛି । ଅଧିକ ପଢନ୍ତୁ...

It's a wrap for Rajkummar Rao, Bhumi Pednekar-starrer Badhaai Do
'ବଧାଇ ଦୋ'ର ସୁଟିଂ ଶେଷ !
author img

By

Published : Mar 7, 2021, 10:59 PM IST

ମୁମ୍ବାଇ : ଜଙ୍ଗଲି ପିକ୍ଚର୍ସର 'ବଧାଇ ଦୋ'ର ସୁଟିଂ ବର୍ତ୍ତମାନ ଶେଷ ହୋଇଛି। ଜାନୁଆରୀ ଆରମ୍ଭରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଯେଉଁଥିରେ ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଏକ ନୂଆ ଯୋଡି ଦେଖିବାକୁ ମିଳିବ।

ଫିଲ୍ମରେ ଭୂମି ଜଣେ ପିଟି ଶିକ୍ଷକ ଭୂମିକାରେ ନଜର ଆସିବେ ଏବଂ ରାଜକୁମାରଙ୍କୁ ଜଣେ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବ ।

ଏହି ଅବସରରେ, ଫିଲ୍ମର କାଷ୍ଟ ଏବଂ କ୍ରୁମାନେ ସେମାନଙ୍କ ମଧ୍ୟରେ ଏକ ଛୋଟ ସେଲିବ୍ରେଟ ସହିତ ଫିଲ୍ମର ଅନ୍ତିମ ସିଡ୍ୟୁଲ ପୁରା କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପିଲ୍ମର ସୁଟିଂ ସମୟରେ ଫିଲ୍ମର ଟିମ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସଫଳତାର ସହିତ ସମାପ୍ତ କରିଛନ୍ତି । ଏହି ଚଳଚ୍ଚିତ୍ରର ସର୍ବାଧିକ ସୁଟିଂ ଉତ୍ତରାଖଣ୍ତରେ କରାଯାଇଛି।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରଟି 'ବଧାଇ ହୋ'ର ଅନ୍ୟ ଏକ ଅଂଶ । ଜଙ୍ଗଲି ପିକ୍ଚର୍ସ ର 'ବଧାଇ ଦୋ'ର ନିର୍ଦ୍ଦେଶନା ଦେଇଛନ୍ତି ହର୍ଷ ବର୍ଦ୍ଧନ କୁଲକର୍ଣ୍ଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.