ETV Bharat / sitara

ବିବାହ ବନ୍ଧନରେ ଆବଦ୍ଧ ହେଲେ କି ରିଚା-ଅଲ୍ଲୀ ? ଦ୍ବନ୍ଦ୍ବରେ ଫ୍ୟାନ୍ସ...

author img

By

Published : May 24, 2021, 8:57 AM IST

ଭାଇରାଲ ହେଲା ଅଲ୍ଲୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଫଟୋ ସେୟାର କରି ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ

ମୁମ୍ବାଇ: ବଲିଉଡ ଅଭିନେତା ଅଲ୍ଲୀ ଫଜଲ ଏବଂ ରିଚା ଚଡ୍ଡା ଦୀର୍ଘ ଦିନ ଧରି ସମ୍ପର୍କରେ ରହିଆସୁଛନ୍ତି। ଗତ ବର୍ଷ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥାଆନ୍ତେ । ହେଲେ କୋରୋନା ମାମଲା ଏବଂ ଲକଡାଉନ ପାଇଁ ବିବାହ ସ୍ଥଗିତ ରଖିଥିଲେ। ଇତିମଧ୍ୟରେ ଏମିତି ଏକ ଫଟୋ ଭାଇରାଲ ହେଉଛି । ଯାହା ସମସ୍ତଙ୍କୁ କନଫ୍ୟୁଜ କରିଦେଇଛି । ଆଉ ଫଟୋ ଦେଖି ସମସ୍ତଙ୍କୁ ଲାଗୁଛି ଯେ ଏହି ଯୋଡି ଲୁଚିଛପି ବିବାହ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲୀ ଫଜଲ

କଥାଟି ହେଲା ଯେ ନିକଟରେ ଅଲ୍ଲୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଝିଅର ମେହେନ୍ଦୀ ଲଗା ହାତ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ସେ ଲେଖିଥିଲେ, ‘ମହବତ ଡୁଡଲ ମେହେନ୍ଦୀ ସହ ।’

ସେପଟେ ଫ୍ୟାନ୍ସଙ୍କୁ ଏହି ଫଟୋ କନଫ୍ୟୁଜ କରିବାରେ ଲାଗିଛି । କାରଣ ମେହେନ୍ଦୀ ହାତ ବ୍ୟତୀତ ଅଲ୍ଲୀ କାହାରି ଚେହେରା ଦେଖାଇନାହିଁନ୍ତି ଏବଂ କ୍ୟାପସନରେ ମଧ୍ୟ କୌଣସି ସୂଚନା ଦେଇନାହିଁନ୍ତି । l ତେବେ ଫ୍ୟାନ୍ସଙ୍କୁ ଲାଗୁଛି ରିଚା ଏବଂ ଅଲ୍ଲୀ ଲୁଚିଛପି ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.