ETV Bharat / sitara

ମିଡିଆକୁ ଇରଫାନଙ୍କ ଇମୋଶନାଲ ଚିଠି

କାମକୁ ଫେରିସାରିଛନ୍ତି ଅଭିନେତା ଇରଫାନ ଖାନ । ଏବେ ସେ ବହୁ ପ୍ରତିକ୍ଷିତ ଫିଲ୍ମ 'ଇଂରାଜୀ ମିଡିୟମ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ହେଲେ ଏବେ ସେ ମିଡିଆକୁ ଚିଠି ଲେଖି ଚର୍ଚ୍ଚାରେ ।

author img

By

Published : May 10, 2019, 3:57 AM IST

ମୁମ୍ବାଇ: ଅଭିନେତା ଇରଫାନ ଖାନ ଏହି ସମୟରେ ନିଜ କାମରେ ଲାଗିପଡିଛନ୍ତି । ଦୀର୍ଘସମୟରୁ କ୍ୟାନ୍ସର ଚିକିତ୍ସା କରାଇଥିବା ଇରଫାନ ସୁସ୍ଥ ହୋଇ ଫିଲ୍ମ ସୁଟିଂ ଆରମ୍ଭ କରିଦେଇଛନ୍ତି । ଖୁବ୍ ଶୀଘ୍ର ସେ ଫିଲ୍ମ 'ହିନ୍ଦୀ ମିଡିୟମ'ର ସିକ୍ବେଲ 'ଇଂରାଜୀ ମିଡିୟମ'ରେ ନଜର ଆସିବେ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସେ ମିଡିଆ ପାଇଁ ଏକ ବାଭବିହ୍ବଳ ଚିଠି ଲେଖିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ ଚିଠିରେ ଲେଖିଛନ୍ତି, "କିଛି ମାସରୁ ମୁଁ ଠିକ୍ ହେବାରେ ଲାଗିଛି । ସେହି ସମୟ ଯେତେବେଳେ ଆପଣ ଧିରେ ଧିରେ ସୁସ୍ଥ ହେବାରେ ଲାଗିଥିବ, ବାସ୍ତବ ଜୀବନକୁ ସାମ୍ନା କରିବା ପାଇଁ ଥକାପଣ ସହ ଲଢୁଥିବ । ମୁଁ ଆପଣଙ୍କ ଚିନ୍ତା ବିଷୟରେ ଜାଣିଛି । କିନ୍ତୁ ଏବେ ମୁଁ ନିଜକୁ ଗଭୀରତାରୁ ଦେଖିବାକୁ ଚେଷ୍ଟା କରୁଛି । ଧିରେ ଧିରେ ଆଗକୁ ବଢିବାରେ ଲାଗିଛି । ଏହାସହ ଚେଷ୍ଟା କରୁଛି କି ସୁସ୍ଥ ହେବାର ଏହି ପ୍ରକ୍ରିୟା ସହ କାମକୁ ସମ୍ପୃକ୍ତ କରିବି ।

ଆପଣଙ୍କ ଆଶିର୍ବାଦ ମୋ ହୃଦୟକୁ ଛୁଇଁଛି ଏବଂ ଏହା ମୋ ପାଇଁ ଖୁବ୍ ମହତ୍ବପୂର୍ଣ୍ଣ ମଧ୍ୟ ଥିଲା । ଯେପରି ଆପଣ ମତେ ରୋଗରୁ ସୁସ୍ଥ ହେବାକୁ ସମୟ ଦେଇଛନ୍ତି । ମେ ପ୍ରାଇଭେସୀର ସମ୍ମାନ କରିଛ ଠିକ୍ ସେହିପରି ମୁଁ ମଧ୍ୟ ଆପଣଙ୍କର ଖୁବ୍ ସମ୍ମାନ କରୁଛି । ଏପରି ଧର୍ଯ୍ୟ, ପ୍ରେମ ପାଇଁ ଧନ୍ୟବାଦ । "ଏହି ଇମୋଶନାଲ ମେସେଜରେ ଇରଫାନ ଫେମସ ରାଇଟର Rikleଙ୍କର କିଛି ଲାଇନ୍ସ ମଧ୍ୟ ଲେଖିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.