ETV Bharat / sitara

ଆଇପିଏଲରେ ଭାଇଜାନ ଓ କ୍ୟାଟଙ୍କ ଜବରଦସ୍ତ ତଡକା

author img

By

Published : May 12, 2019, 1:54 AM IST

ଆଇପିଏଲର ଫାଇନାଲ ମ୍ୟାଚରେ ବଲିଉଡ ଷ୍ଟାର୍ସଙ୍କ ଭିଡ ଲାଗିବାକୁ ଯାଉଛି । କଥାଟି ହେଲା କି ଏହି ମ୍ୟାଚରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରିବେ ସଲମାନ ଖାନ ଓ କ୍ୟାଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: ଆଇପିଏଲ 12ର କ୍ଲୋଜିଂ ସେରେମନି ସନ୍ଧ୍ୟାକୁ ଆଲୋକିତ କରିବେ ବଲିଉଡ ଷ୍ଟାର୍ସ । ଏହି ଶାନଦାର ଇଭେଣ୍ଟରେ ଏଣ୍ଟରଟେନମେଣ୍ଟର ଜବରଦସ୍ତ ତଡକା ଲଗାଇବାକୁ ପହଞ୍ଚିବେ ବଲିଉଡର ଅନେକ ସୁପରଷ୍ଟାର । ଏହି କ୍ରମରେ ସାମିଲ ଅଛନ୍ତି ସଲମାନ ଖାନ ଓ କ୍ୟାଟ୍ରିନା କୈଫ । କୁହାଯାଇଛି ଯେ ଦୁଇଜଣ ଏହି ଇଭେଣ୍ଟରେ ନିଜର ଆଗାମୀ ଫିଲ୍ମ 'ଭାରତ'କୁ ପ୍ରମୋଟ କରିବାକୁ ପହଞ୍ଚିବେ । ଫାଇନାଲ ମ୍ୟାଚ ସମୟରେ ସଲମାନ ଓ କ୍ୟାଟ ଏକ ସିଗାମେଣ୍ଟ ହୋଷ୍ଟ କରୁଥିବାର ନଜର ଆସିବେ । ଦୁଇଜଣ ଷ୍ଟୁଡିଓରୁ ଲାଇଭ କରିବେ ।

ଦୁଇଜଣଙ୍କ ସିଗାମେଣ୍ଟକୁ ଆଇପିଏଲ ଅଫିସିଆଲ ବୋର୍ଡକାଷ୍ଟର ଷ୍ଟାର ସ୍ପୋର୍ଟସ ନେଟୱର୍କରେ ଟେଲିକାଷ୍ଟ କରାଯିବ । ଏହାସହ ସମ୍ପୃକ୍ତ ଥିବା ଏକ ବିଜ୍ଞାପନ ମଧ୍ୟ ପ୍ରସାରଣ କରାଯିବ । ଯାହାର ସୁଟିଂ ସଲମାନ ପୂର୍ବରୁ ହିଁ କରିସାରିଛନ୍ତି ।

ଯଦି ସଲମାନଙ୍କ ଫିଲ୍ମ 'ଭାରତ' ବିଷୟରେ କଥା ହେବା ତେବେ ଅଲ୍ଲୀ ଅବ୍ବାସ ଜଫର ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଭାରତ-ପାକିସ୍ତାନ ବିଭାଜନ ପୂର୍ବୁର ଏବଂ ପରର କାହାଣୀ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ପାଞ୍ଚଟି ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସିବେ । ଫିଲ୍ମଟି ଜୁନ 5 ଅର୍ଥାତ୍ ଇଦ ଅବସରରେ ରିଲିଜ ହେବାକୁ ଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.