ETV Bharat / sitara

ପରଦାକୁ ଆସିବେ ଭାରତୀୟ ସୁପରହିରୋ !

author img

By

Published : May 14, 2019, 12:43 PM IST

ଭାରତରେ ନିର୍ମାଣ ହେବ ସୁପରହିରୋର କାହାଣୀ । ପୁରାଣରେ ଥିବା ସାତଟି ଚିରଞ୍ଜିବୀଙ୍କୁ ନେଇ ତିଆରି ହେବ 7ଟି ସିରିଜରେ ଫିଲ୍ମ ।

ଫଟୋ ସୌଜନ୍ୟ: ଟ୍ବିଟର/ Komal Nahta

ହାଇଦ୍ରାବାଦ: ଟପ ଆଡ ମେକର ବାପିଷ୍ଟା ଓ ମିନିଫିଲ୍ମ 7ଟି ସିରିଜରେ ଭାରତୀୟ ସୁପରହିରୋଙ୍କୁ ଉପରେ ତିଆରି କରିବ ଫିଲ୍ମ । ତେବେ ଫିଲ୍ମର ନାଁ ରହିବ 'କେ-7' । ଏହାକୁ ସିରିଜ ଆକାରରେ ଗୋଟେ ପରେ ଗୋଟେ ରିଲିଜ କରାଯିବ । ତେବେ ପୌରାଣିକ ପ୍ରମାଣ ହିସାବରେ ଚିରଞ୍ଜିବୀ ସତ୍ୟ ଯୁଗରୁ ଏ ପର୍ଯ୍ୟନ୍ତ ବଞ୍ଚିଛନ୍ତି । ତାଙ୍କ ପରି ଆହୁରି 6 ଜଣ ଅଛନ୍ତି ଯିଏ କି ଚିରଞ୍ଜିବୀ ।

komal nahta
ଫଟୋ ସୌଜନ୍ୟ: ଟ୍ବିଟର/ Komal Nahta

ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିବେ ମିନିଫିଲ୍ମ ଓ କ୍ୟାରୋ ସ୍ପାର୍କ । ତେବେ ପୌରାଣିକ ତଥ୍ୟକୁ ଏକାଠି କରିବାକୁ ପ୍ରାୟ ଦେଢ ବର୍ଷ ସମୟ ଲାଗିଥିଲା ।

ମିନିଫିଲ୍ମର ମାନସୀ ବରୁଣ ବାଗଲା କହିଛନ୍ତି, ଏହି ପ୍ରୋଜେକ୍ଟ ଜରିଆରେ ଆମେ ଭାରତୀୟ ସୁପରହିରୋମାନଙ୍କୁ ପୁରା ଦୁନିଆ ସାମ୍ନାକୁ ଆଣିବୁ । ତେବେ ଏଥିପାଇଁ ଅନେକ ଭିଏଫଏକ୍ସ କାମ କରିବାକୁ ହେବ । ଫିଲ୍ମଟି ହଲିଉଡର ସୁପରହିରୋ ଫିଲ୍ମ ଠାରୁ କୌଣସି ଗୁଣରେ କମ ହେବନି । ତେବେ ଏ ସିରିଜ ଜରିଆରେ ବଲିଉଡ ନିଜର ସୁପରହିରୋଙ୍କୁ ପାଇବ ବୋଲି କହିଛନ୍ତି ମାନସୀ ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.