ETV Bharat / sitara

ଆଇଫା@2019: ଆୱାର୍ଡ ବୋହିନେଲା ‘ରାଜି’ - Alia bhatt

ବୁଧବାର ଅନୁଷ୍ଠିତ ହୋଇଛି 20ତମ ଆଇଫା ଆୱାର୍ଡ । ଏଥିରେ ସରୋଜ ଖାନଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି ଡ୍ୟାନ୍ସିଂ କୁଇନ ମାଧୁରୀ ଦିକ୍ଷିତ । ଏଥର କେତୋଟି ଫିଲ୍ମ ପାଇଁ ଆଇଫାରେ ଥିଲା ସ୍ବତନ୍ତ୍ର ପୁରସ୍କାର ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Sep 19, 2019, 9:37 AM IST

ହାଇଦ୍ରାବାଦ: 20ତମ ଆଇଫା ଆୱାର୍ଡ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆୱାର୍ଡ ଶୋ'ରେ ବଲିଉଡ ସେଲିବ୍ରିଟିଙ୍କ ସାନଦାର ଏଣ୍ଟ୍ରି ହୋଇଥିଲା । ପଦ୍ମାବତୀ ପାଇଁ ରଣବୀର ସିଂହ ଶ୍ରେଷ୍ଠ ଅଭିନେତା ହୋଇଥିବା ବେଳେ ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ଦିଆଯାଇଛି । ଏହାସହ ‘କହୋ ନା ପ୍ୟାର ହେ’ର 20 ବର୍ଷ ପୂର୍ତ୍ତୀ ପାଇଁ ସ୍ବତନ୍ତ୍ର ସମ୍ମାନ ଦିଆଯାଇଛି । ଜୀବନବ୍ୟାପୀ ସାଧନା ପୁରସ୍କାର ସରୋଜ ଖାନ ଓ ସାଏଦ ଇଶତିକାଙ୍କୁ ପ୍ରଦାନ କରାଯାଇଛି ।

ଏଥର ଆଇଫାରେ କିଛି ସ୍ବତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ଚେନ୍ନାଇ ଏକ୍ସପ୍ରେସ ପାଇଁ ଦୀପିକା ପାଦୁକୋନ, ବର୍ଫି ପାଇଁ ‘ରଣବୀର କପୁର’, ଥ୍ରୀ ଇଡିଏଟ୍ସ ପାଇଁ ‘ରାଜକୁମାର ହିରାନି’ ଓ ‘ଏ ଦିଲ୍ ହେ ମୁସକିଲ୍’ ପାଇଁ ପ୍ରିତମଙ୍କୁ ସ୍ବତନ୍ତ୍ର ପୁରସ୍କାର ଦିଆଯାଇଛି । ଆସନ୍ତୁ ଜାଣିବା କିଏ କେଉଁ କ୍ଷେତ୍ରରେ ପାଇଁଛି ଆୱାର୍ଡ...

  • ଶ୍ରେଷ୍ଠ ଫିଲ୍ମ- ରାଜି
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଶ୍ରୀରାମ ରାଘବନ( ଅନ୍ଧାଧୁନ)
  • ଶ୍ରେଷ୍ଠ ଅଭିନେତା- ରଣଭୀର ସିଂହ (ପଦ୍ମାବତ)
  • ଶ୍ରେଷ୍ଠ ଅଭିନେତ୍ରୀ- ଆଲିଆ ଭଟ୍ଟ( ରାଜି)
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତା- ଭିକ୍କି କୌଶଲ( ସଞ୍ଜୁ)
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ- ଅଦିତି ରାଓ ହାଇଦରି(ପଦ୍ମାବତ)
  • ଶ୍ରେଷ୍ଠ ନବାଗତା ଅଭିନେତା- ଇଶାନ ଖତର( ଧଡକ୍)
  • ଶ୍ରେଷ୍ଠ ନବାଗତା ଅଭିନେତ୍ରୀ- ସାରା ଅଲ୍ଲୀ ଖାନ( କେଦରନାଥ)
  • ଶ୍ରେଷ୍ଠ କାହାଣୀ- ଶ୍ରୀରାମ ରାଘବନ, ପୁଜା ତଧା ଶ୍ରୂତି, ଅରଜିତ୍ ବିଶ୍ବାସ, ଯୋଗୋଶ ଚେନ୍ଦେକର, ହେମନ୍ତ ରାଓ ( ଅନ୍ଧାଧୁନ)
  • ଶ୍ରେଷ୍ଠ ଗୀତ ନିର୍ଦ୍ଦେଶକ- ଅମାଲ ମଲ୍ଲିକ, ଗୁରୁ ରନ୍ଧୱା, ରୋଚକ କୋହଲି, ସୌରଭ-ବୈବଭ, ଜ୍ୟାକ ନାଇଟ( ସୋନୁ କି ଟିଟୁ କି ସ୍ବିଟି)
  • ଶ୍ରେଷ୍ଠ ଗୀତିକାର- ଅମିତାଭ ଭଟ୍ଟାଚାର୍ଯ୍ୟ( ଧଡକ)
  • ଶ୍ରେଷ୍ଠ ଗାୟିକା- ହର୍ଷଦିପ୍ କୌର ଓ ଭିଭା ସରଫ୍( ଦିଲବରୋ, ରାଜି)
  • ଶ୍ରେଷ୍ଠ ଗାୟିକ- ଅରଜିତ୍ ସିଂହ( ଏ ବତନ, ରାଜି)

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.