ETV Bharat / sitara

ହୁମାଙ୍କୁ ଦରକାର ବରୁଣଙ୍କ ଗାଲ !

author img

By

Published : May 13, 2020, 4:03 PM IST

ଆକ୍ଟ୍ରେସ ହୁମା କ୍ୟୁରେସୀ କ୍ୟୁଟ ଇମୋଜୀ ସହ କମେଣ୍ଟ ଦେଇ ଲେଖିଥିଲେ ଯେ ତାଙ୍କୁ ଏବେ ବରୁଣଙ୍କ ଗାଲ ଖାଇବାକୁ ଇଚ୍ଛା ହେଉଛି । ସେ ନିଜ ଲଞ୍ଚରେ ବରୁଣଙ୍କ 2ଟି କ୍ୟୁଟ ଗାଲକୁ ଖାଇବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ..

ହେମାଙ୍କୁ ଦରକାର ବରୁଣଙ୍କ ଗାଲ !
ହେମାଙ୍କୁ ଦରକାର ବରୁଣଙ୍କ ଗାଲ !

ମୁମ୍ବାଇ: ଲକଡାଉନରେ ସମସ୍ତେ ବାହାର ଖାନା, ଫାଷ୍ଟ ଫୁଡ, ଷ୍ଟ୍ରିଟ ଫୁଡ୍ସକୁ ମିସ କରୁଛନ୍ତି । ବଲିଉଡ ସେଲିବ୍ରିଟି ମଧ୍ୟ ଏଥିରୁ କିପରି ବାଦ ପଡିବେ । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଏହି ସେଲିବ୍ରିଟି ଫ୍ୟାନ୍ସଙ୍କୁ ନିଜ ପସନ୍ଦ, ରୁଚି, ଇଚ୍ଛା ବିଷୟରେ ଜଣାଇଥାନ୍ତି । ଏହି ଅବସରରେ ନିକଟରେ 2 ବଲିଉଡ ଷ୍ଟାରଙ୍କ ଗସିପ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା ।

ଆକ୍ଟର ବରୁଣ ଶର୍ମା ଏକ ଭିଡିଓ ସେୟାର କରି ଲେଖିଥିଲେ ଯେ ଲକଡାଉନରେ ସେ ମୋମୋସକୁ ବହୁତ ମିସ କରୁଛନ୍ତି । ଚଟଣୀ ସହ ଏହାକୁ ଖାଇବାର ମଜା ସେ ପୁଣିଥରେ ନେବାକୁ ଚାହୁଁଛନ୍ତି । ଏହି ପୋଷ୍ଟରେ ଆକ୍ଟ୍ରେସ ହେମା କ୍ୟୁରେସୀ କ୍ୟୁଟ ଇମୋଜୀ ସହ କମେଣ୍ଟ ଦେଇ ଲେଖିଥିଲେ ଯେ ତାଙ୍କୁ ଏବେ ବରୁଣଙ୍କ ଗାଲ ଖାଇବାକୁ ଇଚ୍ଛା ହେଉଛି । ସେ ନିଜ ଲଞ୍ଚରେ ବରୁଣଙ୍କ 2ଟି କ୍ୟୁଟ ଗାଲକୁ ଖାଇବାକୁ ଚାହୁଁଛନ୍ତି ।

ନିଜ ସେନସ ଅଫ୍ ହ୍ୟୁମର ପାଇଁ ପରିଚିତ ବରୁଣ ରିପ୍ଲାଏ ଦେଇଥିଲେ ଯେ ତାଙ୍କୁ ଚିକେନ ତନ୍ଦୁରୀ ମୋମୋସ ଖାଇବାକୁ ଇଚ୍ଛା ହେଉଛି । ଫ୍ୟାନ୍ସ ଉଭୟଙ୍କ ଏହି ମଜାଦାର କଥାବାର୍ତ୍ତାକୁ ଉପଭୋଗ କରିବା ସହ ଅନେକ କମେଣ୍ଟ ଦେଇଥିଲେ । ବରୁଣ ନିଜ କ୍ୟୁଟ ଓ ମୋଟା ଚେହେରା ପାଇଁ ପରିଚିତ । ତାଙ୍କର କ୍ୟୁଟ ଓ ପୁଲକା ଗାଲ କାହାକୁ ବା ଆକର୍ଷିତ ନକରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.