ETV Bharat / sitara

କିଚେନରେ ହୁମାଙ୍କ ଫଟୋସୁଟ, ଟ୍ରୋଲ କଲେ ୟୁଜର୍ସ

author img

By

Published : Jul 14, 2019, 9:56 PM IST

କିଚେନରେ ଫଟୋସୁଟ କରି ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସି । ‘କସ୍ମୋପୋଲିଟାନ’ମାଗାଜିନ ପାଇଁ କରିଛନ୍ତି ଫଟୋସୁଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @iamhumaq

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସି କିଚେନରେ ଫଟୋସୁଟ କରାଇଛନ୍ତି । ଫଟୋସୁଟର କିଛି ଝଲକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଭିନେତ୍ରୀ ମାତ୍ର ତାଙ୍କର ଏହି ଫଟୋ ପାଇଁ ୟୁଜର୍ସ କରିଛନ୍ତି ଟ୍ରୋଲ ।

kitchen photoshoot
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @iamhumaq

କିଚେନରେ ଫଟୋସୁଟ କରେଇଥିବାରୁ ତାଙ୍କ ହେବାକୁ ପଡିଛି ଟ୍ରୋଲର ଶିକାର । କିଚେନ ଭିତରେ ହ୍ୟୁମା ଜୋତା ପିନ୍ଧି ଫଟୋ ଉଠାଇଥିଲେ ଯାହା ଅନେକଙ୍କୁ ନାପସନ୍ଦ ହୋଇଛି । ଫଟୋରେ ଏକ ସ୍ଲାବ ଉପରେ ହ୍ୟୁମା ଗୋଡ ରଖି ଜୋତା ବାନ୍ଧୁଥିବାର ଦେଖିବାକୁ ମିଳିଛି । ଜଣେ ୟୁଜର୍ସ କହିଥିଲେ,‘ ଖାଇବା ପ୍ରସ୍ତୁତ ଯାଗାରେ ଜୋତା ରଖିବା ଆପଣଙ୍କୁ ଶୋଭା ଦେଉନି । ’ ଅନ୍ୟଜଣେ କହିଥିଲେ,‘ ଏହା କଣ ଆପଣଙ୍କ ସଂସ୍କାର । ’

photoshoot
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @iamhumaq

ଅନ୍ୟ ଏକ ଫଟୋରେ ହ୍ୟୁମା କିଚେନରେ ରଖାଯାଇଥିବା ଜିନିଷ ଉପରେ ଗୋଡ ରଖି ଫଟୋ ଉଠାଇଥିଲେ । ଏହାକୁ ନେଇ ଜଣେ ୟୁଜର୍ସ କହିଥିଲେ,‘ ଲାଜ କର, ଖାଇବା ଜିନିଷ ଉପରେ ଗୋଡ ରଖିଛ । ’ ଏପରି ଭାବେ ୟୁଜର୍ସ ହ୍ୟୁମାଙ୍କୁ ଟ୍ରୋଲ କରୁଛନ୍ତି । ତେବେ ଏନେଇ ହ୍ୟୁମା ମୁହଁ ଖୋଲିନାହାଁନ୍ତି ।

photoshoot
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ @iamhumaq

ପ୍ରକାଶଥାଉକି, ହ୍ୟୁମା ପପୁଲାର ମାଗାଜିନ ‘କସ୍ମୋପୋଲିଟାନ’ ପାଇଁ ଫଟୋସୁଟ କରାଇଛନ୍ତି । ହ୍ୟୁାମଙ୍କୁ ନିକଟରେ ୱେବସିରିଜ ‘ଲୈଲା’ରେ ଦେଖିବାକୁ ମିଳିଥିଲା ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.