ETV Bharat / sitara

କାହାକୁ ଡରନ୍ତି ବିକ୍କୀ ?

author img

By

Published : Sep 29, 2019, 1:11 AM IST

ବର୍ତ୍ତମାନ ବିକ୍କୀଙ୍କ ଆଗାମୀ ଫିଲ୍ମ ‘ଭୂତ୍’ ଚର୍ଚ୍ଚାରେ । ନିକଟରେ ସାମ୍ନାକୁ ଆସିଥିବା ଏହି ଫିଲ୍ମ ପୋଷ୍ଟରକୁ ଦେଖି ଡରିଥିଲେ ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: ‘ଉରି’ ଭଳି ଫିଲ୍ମରେ ଶାନଦାର ଅଭିନୟ କରି ଟପ ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଥିବା ବିକ୍କୀ କୌଶଲ ଖୁବଶୀଘ୍ର ଦର୍ଶକଙ୍କୁ ଡରାଇବେ। ସେ ହରର ଥ୍ରୀଲର ଫିଲ୍ମ ‘ଭୂତ୍’ ନେଇ ପରଦାରେ ନଜର ଆସିବେ । ଯାହାର କିଛି ପୋଷ୍ଟର ନିକଟରେ ଜାରି ହୋଇଯାଇଥିଲା ।

video
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ପ୍ରଥମଥର ଥ୍ରୀଲର ହରର ଫିଲ୍ମରେ ଅଭିନୟ କରିବାକୁ ନେଇ ଖୁବ୍ ଉତ୍ସାହିତ ବିକ୍କୀ । ଫିଲ୍ମରେ ତାଙ୍କ ସହ ନଜର ଆସିବେ ଆୟୁଷ୍ମାନ ଖୁରାନାଙ୍କ ଅଭିନେତ୍ରୀ ଭୂମି ପେଡନେକର । କିନ୍ତୁ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ଦର୍ଶକଙ୍କୁ ଡରାଇବାକୁ ଯାଉଥିବା ବିକ୍କୀ ନିଜେ ମଧ୍ୟ ଭୂତପ୍ରେତଙ୍କୁ ଡରନ୍ତି । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ନିଜେ କରିଛନ୍ତି ।

ଫିଲ୍ମକୁ ନେଇ ଏକ୍ସାଇଟେଡ ଥିବା ବିକ୍କୀ ନିକଟରେ କହିଥିଲେ ଯେ ସେ ପ୍ରଥମଥର ପାଇଁ ହରର ଫିଲ୍ମରେ କାମ କରିବାକୁ ରାଜି ହୋଇଛନ୍ତି । କିନ୍ତୁ ସେ ହରର ଫିଲ୍ମ ଦେଖିବା ଆଦୌ ପସନ୍ଦ କରନ୍ତି ନାହିଁ। କାରଣ ସେ ଏସବୁ ଜିନିଷକୁ ବହୁତ ଡରନ୍ତି । ତେଣୁ ନିଜ ଡର ଦୂର କରିବା ପାଇଁ ସେ ‘ଭୂତ୍’ ଫିଲ୍ମରେ ଅଭିନୟ କରିଛନ୍ତି । ଆଉ ନିଜ ଅଭିନୀତ ଫିଲ୍ମ ସେ ଦେଖିବେ ମଧ୍ୟ । କାରଣ ସେ ଜାଣିଛନ୍ତି ଫିଲ୍ମରେ କଣ କଣ ହେବ । ତେଣୁ ଏହି ଫିଲ୍ମ ଦେଖିଲେ ସେ ଡରିବେ ନାହିଁ ।

ହରର ଫିଲ୍ମକୁ ସବୁବେଳେ ସମସ୍ତଙ୍କ ସହ ଦେଖିବା କଥା । ଯାହାର ଅସଲ ମଜା ଏକାଠି ନେଇ ହେବ । ଏକୁଟିଆ ଦେଖିଲେ ମଜା ଅନୁଭବ ହେବ ନାହିଁ । ଯେତେବେଳେ ପାଖରେ ବସିଥିବା ସବୁ ଲୋକଙ୍କୁ ଡର ଲାଗିବ ତେବେ ଫିଲ୍ମ ରୋମାଞ୍ଚକଭରା ହୋଇଥିବ ବୋଲି କହିଥିଲେ ବିକ୍କୀ ।

Intro:Body:

dzfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.