ETV Bharat / sitara

ଜଷ୍ଟିନ ବିବରଙ୍କ ଦିୱାନୀ ଦୀପିକା, ଶୁଣୁଛନ୍ତି ଏହି ଗୀତ

author img

By

Published : Apr 1, 2021, 9:36 AM IST

ହଲିଉଡ ଗୀତରେ ଦୀପିକାଙ୍କ ମସ୍ତି । ଭାଇରାଲ ହେଲା ତାଙ୍କ ନୂଆ ଭିଡିଓ । ଜଷ୍ଟିନ ବୀବରଙ୍କ ସୁପରହିଟ୍ ସଙ୍ଗ ‘Peaches’ କୁ ନେଇ କହିଲେ ଏମିତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଦୀପିକା ପାଦୁକୋନ । ସେ ଫ୍ୟାନ୍ସଙ୍କ ପାଇଁ ପ୍ରାୟତଃ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ନିଜ ଫେଭରେଟ ଗୀତ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ଭିଡିଓ ସେୟାର କରି ଚର୍ଚ୍ଚାରେ ଅଭିନେତ୍ରୀ ।

ଯେଉଁଥିରେ ସେ ଏହି କଥାର ଖୁଲାସା କରିଛନ୍ତି ଯେ ହଲିଉଡ ସିଙ୍ଗର ଜଷ୍ଟିନ ବୀବରଙ୍କ ସୁପରହିଟ୍ ସଙ୍ଗ ‘Peaches’ ତାଙ୍କୁ ଖୁବ୍ ପସନ୍ଦ। ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କ ଭିଡିଓରେ ଦେଖିବାକୁ ମିଳୁଛି ସେ ନିଜ ଭ୍ୟାନରେ ବସି ମେକଅପ୍ କରୁଥିବାର । ଆଉ ଏହାସହ ସେ ନିଜ ଫେଭରେଟ ଗୀତ ବ୍ୟାକଗ୍ରାଉଣ୍ଡରେ ବଜାଇ ପ୍ରଶଂସା କରୁଛନ୍ତି ।

ଯଦି ଦୀପିକାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ଯେଉଁଥିରେ ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର ସିଂ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମ ଏମାସରେ ରିଲିଜ ହେବାକୁ ଯାଉଛି । ଏହାବ୍ୟତୀତ ଦୀପିକା ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.