ETV Bharat / sitara

ଜାତୀୟ ଫିଲ୍ମ ଫେଷ୍ଟିଭାଲ 2019: ଆୟୁଷ୍ମାନ ଶ୍ରେଷ୍ଠ ଅଭିନେତା, ଅନ୍ଧାଧୁନ ଶ୍ରେଷ୍ଠ ଫିଲ୍ମ - କାହାକୁ କେଉଁ ଆୱାର୍ଡ

ମେଲବର୍ଣ୍ଣରେ ଆରମ୍ଭ ହୋଇଯାଇଛି ଜାତୀୟ ଫିଲ୍ମ ଫେଷ୍ଟିଭାଲ-2019 । ଯୋଗ ଦେଇଛନ୍ତି ବଲିଉଡର ଅନେକ ନାମୀଦାମୀ ଷ୍ଟାର । ଏକ୍ସେଲେନ୍ସ ସମ୍ମାନରେ ସମ୍ମାନିତ କିଙ୍ଗ ଖାନ ।

IFFM AWARD
author img

By

Published : Aug 9, 2019, 5:09 PM IST

Updated : Aug 9, 2019, 5:20 PM IST

ହାଇଦ୍ରାବାଦ: ମେଲବର୍ଣ୍ଣରେ ଚାଲିଛି ‘ଭାରତୀୟ ଫିଲ୍ମ ଫେଷ୍ଟିଭାଲ 2019’ । ବଲିଉଡର ପ୍ରାୟ ଷ୍ଟାର ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିବାବେଳେ ଶାହରୁଖ ହୋଇଛନ୍ତି ଚିଫ ଗେଷ୍ଟ । ଖାଲି ସେତିକି ନୁହେଁ ଫେଷ୍ଟିଭାଲରେ କିଙ୍ଗଖାନଙ୍କୁ ମିଳିଛି ‘ଏକ୍ସିଲେନ୍ସ ଆୱାର୍ଡ-2019’ର ସମ୍ମାନ । ତେବେ ଚାଲନ୍ତୁ ଜାଣିବା କିଏ ଜିତିଛନ୍ତି କେଉଁ ଆୱାର୍ଡ...

  • ଶ୍ରେଷ୍ଠ ଫିଲ୍ମ- ଅନ୍ଧାଧୁନ ଓ ଗଲି ବୟ
  • ଶ୍ରେଷ୍ଠ ହିନ୍ଦୀ ଅଭିନେତା- ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ)ଓ ଭିକୀ କୌଶଲ (ଉରି)
  • ଶ୍ରେଷ୍ଠ ତେଲୁଗୁ ଅଭିନେତା- ବିଜୟ ସେଥୁପତି(ସୁପର ଡିଲକ୍ସ)
  • ଶ୍ରେଷ୍ଠ ଅଭିନେତ୍ରୀ-ତବ୍ବୁ( ଅନ୍ଧାଧୁନ)
  • ଶ୍ରେଷ୍ଠ ନିର୍ଦ୍ଦେଶକ- ଶ୍ରୀରାମ ରାଘବନ(ଅନ୍ଧାଧୁନ)
  • ଶ୍ରେଷ୍ଠ ଇଣ୍ଡି ଫିଲ୍ମ- ବୁଲବୁଲ କ୍ୟାନ ସିଙ୍ଗ
  • ଶ୍ରେଷ୍ଠ ବିଭିନ୍ନତା ଆୱାର୍ଡ- ଫିଲ୍ମନିର୍ମାତା ଓନିର
  • ଶ୍ରେଷ୍ଠ ସହ ଅଭିନେତା- ସୁରେଖା ସିକ୍ରି(ବଧାଇ ହୋ)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ସଞ୍ଜୟ ଲୀଲା ଭଂସାଲୀ( ପଦ୍ମାବତ)
  • ଶ୍ରେଷ୍ଠ କ୍ଷୁଦ୍ର ଫିଲ୍ମ- ମାଇଁ ନେମ ଇଜ ମହମ୍ମଦ ଆଣ୍ଡ ରାଘଡ, ଉଇ ଡୋଣ୍ଟ ଏକ୍ସିଷ୍ଟ ହିଅର ଏନି ମୋର ଏବଂ ବି ମାଇ ବ୍ରଦର ।
    IFFM
    ଫଟୋ ସୌଜନ୍ୟ: ତରନ ଆଦର୍ଶ

ତେବେ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖ, କାଜୋଲ ଓ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘କୁଛ କୁଛ ହୋତା ହୈ’ର 20ବର୍ଷ ପୂର୍ତ୍ତି ଅବସରରେ ସେଲିବ୍ରେସନ ମଧ୍ୟ ଦେଖିବାକୁ ମିଳିଛି । ଫେଷ୍ଟିଭାଲରେ ଅର୍ଜୁନ କପୁର, ମଲାଇକା ଅରୋରା, କରଣ ଜୋହରଙ୍କ ସମେତ ଅନେକ ଷ୍ଟାର ମେଲବର୍ଣ୍ଣରେ ପହଞ୍ଚିଛନ୍ତି । ଏହି ଫିଲ୍ମ ଫେଷ୍ଟିଭାଲ ଅଗଷ୍ଟ 8ରୁ 17ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Intro:Body:

ଶ୍ରେଷ୍ଠ ଫିଲ୍ମ- ଅନ୍ଧାଧୁନ ଓ ଗଲି ବୟ

ଶ୍ରେଷ୍ଠ ହିନ୍ଦୀ ଅଭିନେତା- ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ)ଓ  ଭିକୀ କୌଶଲ (ଉରି)

ଶ୍ରେଷ୍ଠ ତେଲୁଗୁ ଅଭିନେତା- ବିଜୟ ସେଥୁପତି(ସୁପର ଡିଲକ୍ସ)

ଶ୍ରେଷ୍ଠ ଅଭିନେତ୍ରୀ-ତବ୍ବୁ( ଅନ୍ଧାଧୁନ)

ଶ୍ରେଷ୍ଠ ନିର୍ଦ୍ଦେଶକ- ଶ୍ରୀରାମ ରାଘବନ(ଅନ୍ଧାଧୁନ)

ଶ୍ରେଷ୍ଠ ଇଣ୍ଡି ଫିଲ୍ମ- ବୁଲବୁଲ କ୍ୟାନ ସିଙ୍ଗ

ଶ୍ରେଷ୍ଠ ବିଭିନ୍ନତା ଆୱାର୍ଡ- ଫିଲ୍ମନିର୍ମାତା ଓନିର

ଶ୍ରେଷ୍ଠ ସହ ଅଭିନେତା- ସୁରେଖା ସିକ୍ରି(ବଧାଇ ହୋ)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ସଞ୍ଜୟ ଲୀଲା ଭଂସାଲୀ( ପଦ୍ମାବତ)

ଶ୍ରେଷ୍ଠ କ୍ଷୁଦ୍ର ଫିଲ୍ମ- ମାଇଁ ନେମ ଇଜ ମହମ୍ମଦ ଆଣ୍ଡ ରାଘଡ, ଉଇ ଡୋଣ୍ଟ ଏକ୍ସିଷ୍ଟ ହିଅର ଏନି ମୋର ଏବଂ ବି ମାଇ ବ୍ରଦର ।

ତେବେ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖ, କାଜୋଲ ଓ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ 

‘କୁଛ କୁଛ ହୋତା ହୈ’ର 20ବର୍ଷ ପୂର୍ତ୍ତୀ ଅବସରରେ ସେଲିବ୍ରେସନ ମଧ୍ୟ ଦେଖିବାକୁ ମିଳିଛି । ଫେଷ୍ଟିଭାଲରେ ଅର୍ଜୁନ କପୁର, ମଲାଇକା ଅରୋରା, କରଣ ଜୋହରଙ୍କ ସମେତ ଅନେକ ଷ୍ଟାର ମେଲବର୍ଣ୍ଣରେ ପହଞ୍ଚିଛନ୍ତି । ଏହି ଫିଲ୍ମ ଫେଷ୍ଟିଭାଲ ଅଗଷ୍ଟ 8ରୁ 17ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Conclusion:
Last Updated : Aug 9, 2019, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.