ETV Bharat / sitara

କିମଙ୍କ ସହ ବ୍ରେକଅପକୁ ନେଇ ମୁହଁ ଖୋଲିଲେ ହର୍ଷବର୍ଦ୍ଧନ - harshvardhan rane on break up with kim

ଗତ ବର୍ଷ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ କିମ ଶର୍ମାଙ୍କର ବ୍ରେକଅପ୍ ହୋଇଥିଲା । ଏହି ବ୍ରେକଅପ୍ ପାଇଁ ହର୍ଷ ତାଙ୍କର ଡିଏନଏକୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ..

harshvardhan rane on break up with kim sharma
କିମଙ୍କ ସହ ବ୍ରେକଅପକୁ ନେଇ ମୁହଁ ଖୋଲିଲେ ହର୍ଷବର୍ଦ୍ଧନ
author img

By

Published : Oct 29, 2020, 10:55 PM IST

ନୂଆଦିଲ୍ଲୀ: ଗତ ବର୍ଷ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ କିମ ଶର୍ମାଙ୍କର ବ୍ରେକଅପ୍ ହୋଇଥିଲା । ଦୀର୍ଘ ଦିନ ପରେ ହର୍ଷ ଏହି ବିଷୟରେ କହିଛନ୍ତି । ଏହି ବ୍ରେକଅପ୍ ପାଇଁ ହର୍ଷ ତାଙ୍କର ଡିଏନଏକୁ ଦାୟୀ କରିଛନ୍ତି ।

ହର୍ଷ ଏବଂ କିମ୍ ସେମାନଙ୍କ ବ୍ରେକଅପ୍ ବିଷୟରେ କଦାପି ନିଶ୍ଚିତ କରିନାହାଁନ୍ତି ।

ବର୍ତ୍ତମାନ ହର୍ଷ କହିଛନ୍ତି, ହଁ, କିମ ଏବଂ ହର୍ଷ ଆଉ ଏକାଠି ନାହାଁନ୍ତି ।

ଏହା ବ୍ୟତୀତ ହର୍ଷ ଏକ ପୋଷ୍ଟ ଲେଖି ସୋସିଆଲ ମିଡିଆରୁ କିମଙ୍କ ସହ ତାଙ୍କର ସମସ୍ତ ଫଟୋ ଡିଲିଟ କରିଥିଲେ।

ହର୍ଷ ସୋସିଆଲ ମିଡିଆରେ ଲେଖିଛନ୍ତି, "ଠିକ ଅଛି। ଧନ୍ୟବାଦ ମହାନ ଆତ୍ମା। ଏହା ଚମତ୍କାର ଥିଲା । ଭଗବାନ ଆପଣଙ୍କୁ ଏବଂ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ବାଏ ।

ଯାହା କିଛି ଭୁଲ୍ ହୋଇଛି ମୋର ଡିଏନ୍ଏ କାରଣରୁ। ଏହା ସ୍ପଷ୍ଟ ଯେ ମୁଁ ଗତ 12 ବର୍ଷ ଧରି ସିଙ୍ଗିଲ ଥିଲି। କିଛି ତ କାରଣ ହେବା ଦରକାର, କାରଣ ବିନା କାରଣରେ କିଛି ହୁଏ ନାହିଁ । ପରେ ମୁଁ କିମଙ୍କ ସହ ଡେଟିଂ ଆରମ୍ଭ କଲି ଏବଂ ସେ ବହୁତ ଭଲ" ।

କିମଙ୍କ ସହ ବ୍ରେକଅପ୍ ବିଷୟରେ ହର୍ଷବର୍ଦ୍ଧନ କହିଛନ୍ତି, ମୁଁ ମୋ ଜୀବନର ସର୍ବୋତ୍ତମ ପର୍ଯ୍ୟାୟ ଦେଇ ଗତି କରିଛି । ମୁଁ ଭାବୁଛି ଏହା ମୋର ଡିଏନ୍ଏରେ ଅଛି କି, ନିଜକୁ ଦୋଷୀ ସାବ୍ୟସ୍ତ କରିବାକୁ ମତେ ଭଲ ଲାଗେ । ରଙ୍ଗ ଦେ ବସନ୍ତୀରେ ଏକ ଡାଇଲଗ ଅଛି ଯେ, ଆଜାଦୀ ମେରୀ ଦୁଲ୍ଲହ୍ନ ହେଁ, ସେହିଭଳି ମୁଁ କହିବି ଯେ ସିନେମା ମେରୀ ଦୁଲ୍ଲହ୍ନ ହେଁ" ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.