ETV Bharat / sitara

ମାର୍ଚ୍ଚ 4ରେ ରିଲିଜ ହେବ 'ହାତୀ ମେରେ ସାଥି'ର ଟ୍ରେଲର - ମାର୍ଚ୍ଚ 4 ରେ ରିଲିଜ ହେବ 'ହାତୀ ମେରେ ସାଥି' ଟ୍ରେଲର

ଏବେ ଅଭିନେତା ରଣା ଡଗୁବତୀ ଏବଂ ପୁଲକିତ ସମ୍ରାଟଙ୍କ ଅଭିନୀତ 'ହାତୀ ମେରେ ସାଥି' ଟ୍ରେଲରର ରିଲିଜ ତାରିଖ ଘୋଷଣା କରାଯାଇଛି । ରଣା ଡଗୁବତୀ ନିଜେ ଏହାର ଟ୍ରେଲରର ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Haathi Mere Saathi trailer to be out on March 4
ମାର୍ଚ୍ଚ 4 ରେ ରିଲିଜ ହେବ 'ହାତୀ ମେରେ ସାଥି' ଟ୍ରେଲର
author img

By

Published : Feb 28, 2021, 10:40 PM IST

ମୁମ୍ବାଇ: ଏବେ ଅଭିନେତା ରଣା ଡଗୁବତୀ ଏବଂ ପୁଲକିତ ସମ୍ରାଟଙ୍କ ଅଭିନୀତ 'ହାତୀ ମେରେ ସାଥି' ଟ୍ରେଲରର ରିଲିଜ ତାରିଖ ଘୋଷଣା କରାଯାଇଛି । ରଣା ଡଗୁବତୀ ନିଜେ ଏହାର ଟ୍ରେଲରର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଏହି ଫିଲ୍ମ ତିନୋଟି ଭାଷାରେ ମୁକ୍ତିଲାଭ କରିବ । ଏଥିରେ ରଣା ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ରଣା ଟ୍ବିଟ୍ କରି କହିଛନ୍ତି, 2021 ରେ ପ୍ରଥମ ତିନୋଟି ଭାଷାରେ ଆସୁଥିବା ଚଳଚ୍ଚିତ୍ର ପାଇଁ ଆପଣମାନେ ପ୍ରସ୍ତୁତ କି ? ମାର୍ଚ୍ଚ 4 ରେ 'ହାତୀ ମେରେ ସାଥି' ଟ୍ରେଲର ମୁକ୍ତିଲାଭ କରିବ ! ଏହି ଫିଲ୍ମ 26 ମାର୍ଚ୍ଚରେ ଥିଏଟରରେ ଆସିବ ।

  • Are you ready for 2021's first trilingual film? The thrilling fight between Man VS Nature to #SaveTheElephants is back

    Stay tuned on @ErosNow for the trailer of Aranya and Kaadan releasing on 3rd March and Haathi Mere Saathi on the 4th of March!

    IN THEATRES on 26th March! pic.twitter.com/nMqu62REDT

    — Rana Daggubati (@RanaDaggubati) February 28, 2021 " class="align-text-top noRightClick twitterSection" data=" ">

ଫିଲ୍ମ ନାଁ ରୁ ଜଣାପଡିଛି ଯେ ଏହା ହାତୀମାନଙ୍କ ସୁରକ୍ଷା ପ୍ରସଙ୍ଗ ବିଷୟରେ ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୂ ସୋଲୋମନ। ଏଥିରେ ରଣାଙ୍କ ବ୍ୟତୀତ ପୁଲକିତ ସମ୍ରାଟ, ବିଷ୍ଣୁ, ଶ୍ରୀୟା ପିଲଗାଓଁକର ଏବଂ ଜୋୟା ହୁସେନ୍ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.