ETV Bharat / sitara

ମୋଦିଙ୍କ ପାଇଁ ଗୀତ ଗାଇଲେ ଗୀତା ରବାରୀ - gujurati folk singer

ମୋଦିଙ୍କ ପାଇଁ ଗୀତ ଗାଇଛନ୍ତି ଗୁଜୁରାଟୀ ଗାୟିକା ଗୀତା ରବାରୀ । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଗୀତ ଗାଇଥିଲେ ଗୀତା ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jul 9, 2019, 6:49 AM IST

ହାଇଦ୍ରାବାଦ: ଗୁଜୁରାଟୀ ଗାୟିକା ଗୀତା ରବାରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ । ସଂସଦରେ ମୋଦିଙ୍କୁ ଭେଟିବା ପରେ ତାଙ୍କୁ ଏକ ଗୀତ ସମର୍ପିତ କରିଥିଲେ । ଯେତେବେଳେ ଗୀତା ସଂସଦରୁ ବାହାରିଥିଲେ ସେତେବେଳେ ସେ କହିଥିଲେ ମୋଦିଙ୍କୁ ସେ ପ୍ରଥମ ଥର ତାଙ୍କ ସ୍କୁଲରେ ଦେଖିଥିଲେ ।

ଭିଡିଓ ସୌଜନ୍ୟ: ଏ ଏନ ଆଇ

ସ୍କୁଲରେ ମଧ୍ୟ ଗୀତା ତାଙ୍କ ପାଇଁ ଗୀତ ଗାଇଥିଲେ ଓ ମୋଦି ତାଙ୍କୁ ଗୀତ ଅଭ୍ୟାସ କରିବାକୁ କହିବା ସହ 250 ଟଙ୍କା ପୁରସ୍କାର ଦେଇଥିଲେ । ଗୀତା ଏହା ମଧ୍ୟ କହିଥିଲେ କି ସେମାନେ ଜଙ୍ଗଲରେ ରୁହନ୍ତି ଓ ତାଙ୍କ ପିତାଙ୍କୁ ପୋଷ୍ଚକାର୍ଡ ଜରିଆରେ ‘ବେଟି ବଚାଓ, ବେଟି ପଢାଓ’ର ନୋଟ ମିଳିଥିଲା । ଏହାପରେ ତାଙ୍କ ପିତା ତାଙ୍କୁ ସ୍କୁଲ ପଠାଇଥିଲେ ।

ସଂସଦରୁ ବାହାରି ଗୀତା ମୋଦିଙ୍କର ଅନେକ ତାରିଫ କରିଥିଲେ । ପ୍ରକାଶ ଥାଉ କି, ମୋଦି ବର୍ତ୍ତମାନ ଦେଶସାରା ବିଜେପି ପାଇଁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ କରିବାର ଲକ୍ଷ୍ୟ ଦେଶର ସମସ୍ତ ବର୍ଗର ଲୋକଙ୍କୁ ବିଜେପି ସହ ଯୋଡିବା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.