ETV Bharat / sitara

ବଏଫ୍ରେଣ୍ତଙ୍କ ସହ ବର୍ଥଡେ ସେଲିବ୍ରେଟ କଲେ ଜର୍ଜିଆ, ଦେଖନ୍ତୁ ଭିଡିଓ...

ଆଜି ଜର୍ଜିଆ ତାଙ୍କ ଜନ୍ମଦିନ ବୟଫ୍ରେଣ୍ତ ଅରବାଜ ଏବଂ କିଛି ଘନିଷ୍ଠ ବନ୍ଧୁମାନଙ୍କ ସହିତ ସେଲିବ୍ରେଟ କରିଛନ୍ତି । ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 21, 2021, 7:31 PM IST

giorgia-andriani-celebrates-her-birthday-with-boyfriend-arbaaz-khan
ବୟଫ୍ରେଣ୍ତ ଅରବାଜଙ୍କ ସହ ବର୍ଥଡେ ସେଲିବ୍ରେଟ କଲେ ଜର୍ଜିଆ, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରବାଜ ଖାନ କିଛିଦିନ ହେବ ନିଜ ରିଲେସନକୁ ନେଇ କାଫି ଚର୍ଚ୍ଚାରେ ଅଛନ୍ତି । ମଲାଇକା ଅରୋରା ଓ ଅରବାଜଙ୍କ ଛାଡପତ୍ର ପରେ ଅରବାଜଙ୍କ ନାଁ ବର୍ତ୍ତମାନ ଜୋର୍ଜିୟା ଏଣ୍ଡ୍ରିଆନୀଙ୍କ ସହ ଯୋଡା ଯାଉଛି । ଖୁବ ଶୀଘ୍ର ଦୁହେଁ ବିବାହ କରିପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା ।

ଆଜି (ଶୁକ୍ରବାର ଦିନ) ଜର୍ଜିଆ ତାଙ୍କ ଜନ୍ମଦିନ ଅରବାଜ ଏବଂ କିଛି ଘନିଷ୍ଠ ବନ୍ଧୁମାନଙ୍କ ସହିତ ସେଲିବ୍ରେଟ କରିଛନ୍ତି । ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସେୟାର କରିଛନ୍ତି ।

ଭିଡିଓରେ ଆପଣ ଦେଖିପାରିବେ ଯେ ଅରବାଜ, ଶାହାବାଜ ଏବଂ କିଛି ଘନିଷ୍ଠ ବନ୍ଧୁମାନେ ଜର୍ଜିଆଙ୍କୁ କେ୍କ ଖୁଆଉଛନ୍ତି ।

ପ୍ରକାଶ ଥାଉ ଯେ, ଜର୍ଜିଆ 2018 ରେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ଅରବାଜଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଥିଲା । 2019 ରେ ଏକ ସାକ୍ଷାତକାର ସମୟରେ ଅରବାଜ କହିଥିଲେ ଯେ ସେ ଜର୍ଜିଆଙ୍କୁ ଡେଟ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.