ETV Bharat / sitara

ଅରବାଜଙ୍କ ସହ ବିବାହକୁ ନେଇ ଜିଓୋରର୍ଜିଆଙ୍କ ବଡ ଖୁଲାସା

author img

By

Published : Apr 20, 2020, 6:41 AM IST

ଜିଓୋରର୍ଜିଆ ଆଣ୍ଡ୍ରରିଆନି ଏବଂ ଅରବାଜ ଖାନଙ୍କ ବିବାହ ଖବର ସବୁବେଳେ ଚର୍ଚ୍ଚାରେ ଥାଏ । ଏକ ସାକ୍ଷାତକାରରେ ଜିଓୋରର୍ଜିଆ ନିଜ ରିଲେସନକୁ ନେଇ କିଛି ଏମିତି କହିଥିଲେ । ଜାଣିବା ପାଇଁ ଆହୁରି ପଢନ୍ତୁ...

georgia andriani on marriage rumors with arbaaz khan
ଅରବାଜଙ୍କ ସହ ବିବାହକୁ ନେଇ ଜିଓୋରର୍ଜିଆଙ୍କ ଏକ ବଡ ଖୁଲାସା

ମୁମ୍ବାଇ: ଜିଓୋରର୍ଜିଆ ଆଣ୍ଡ୍ରରିଆନି ଏବଂ ଅରବାଜ ଖାନଙ୍କ ଉଭୟ ନିଜ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହି ସମୟରେ, ଜିଓୋରର୍ଜିଆ ଆଣ୍ଡ୍ରରିଆନି ଏକ ସାକ୍ଷାତକାରରେ ଅରବାଜ ଖାନଙ୍କ ସହ ତାଙ୍କ ବିବାହ ବିଷୟରେ ପଚାରାଯାଇଥିଲା । ଜିଓୋରର୍ଜିଆ ଏହାକୁ ଗୁଜବ କହିଥିଲେ । ଯେତେବେଳେ ସବୁକିଛି ନିଶ୍ଚିତ ହେବ, ଆମେ ଏହାକୁ ନିଜେ ଆପଣ ସମସ୍ତଙ୍କୁ ଜଣାଇଦେବୁ ।

ଜିଓୋରର୍ଜିଆ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆପଣ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତା ରଖନ୍ତି ,ସେତେବେଳେ ଏମିତି ବହୁତ କିଛି କଥା ଶୁଣିବାକୁ ମିଳେ ।

ଏହାପରେ ଜିଓୋରର୍ଜିଆ ଅରବାଜଙ୍କ ପୁଅ ଅରହାନ ଖାନଙ୍କ ବିଷୟରେ ମଧ୍ୟ କହିଥିଲେ, ଜିଓୋରର୍ଜିଆ କହିଛନ୍ତି ଯେ, ଅରହାନ ବହୁତ ଭଲ ପିଲା । ସେ ପୁରା ତାଙ୍କ ପିତାଙ୍କ ପରି ସବୁବେଳେ ମଜା କରୁଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.