ETV Bharat / sitara

ସ୍ବାମୀ ରିତେଶଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ଜେନେଲିଆ - genelia-dsouza-shares-lovely-video

ଶନିବାର, ଜେନେଲିଆ ରିତେଶଙ୍କ ସହ ଏକ ସୁନ୍ଦର ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଆପଣ ବାରମ୍ବାର ଦେଖିବାକୁ ପସନ୍ଦ କରିବେ । ଅଧିକ ପଢନ୍ତୁ...

genelia-dsouza-shares-lovely-video-with-husband-riteish-deshmukh
ସ୍ବାମୀ ରିତେଶଙ୍କ ସହ ରୋମାଣ୍ଟିକ ଭିଡିଓ ସେୟାର କଲେ ଜେନେଲିଆ
author img

By

Published : Jan 23, 2021, 10:54 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ ଜେନେଲିଆ ଡିସୁଜା ହୁଏତ ଚଳଚ୍ଚିତ୍ର ଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ । ସେ ପ୍ରାୟତଃ ନିଜର ଏବଂ ସ୍ବାମୀ ରିତିଶ ଦେଶମୁଖ ଏବଂ ପିଲାମାନଙ୍କର ସହିତ ଫଟୋ ଏବଂ ଭିଡିଓ ସେୟାର କରନ୍ତି ।

ଶନିବାର, ଜେନେଲିଆ ରିତେଶଙ୍କ ସହ ଏକ ସୁନ୍ଦର ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି। ଯାହାକୁ ଆପଣ ବାରମ୍ବାର ଦେଖିବାକୁ ପସନ୍ଦ କରିବେ ।

ଜେନେଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜେନେଲିଆ ବେଡରେ ଶୋଇଛନ୍ତି ଏବଂ ରିତେଶ ତାଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି । ଦୁହେଁ ବହୁତ ଖୁସି ନଜର ଆସିଛନ୍ତି । ଏଥିସହିତ ଭିଡିଓର ବ୍ୟାକଗ୍ରାଉଣ୍ତରେ ଗୀତ 'ମେରୀ ରାହେ' ବାଜୁଥିବାର ଶୁଣିବାକୁ ମିଳିଛି ।

ଏହି ଭିଡିଓ ସହିତ ଜେନେଲିଆ କ୍ୟାପସନ୍ ରେ ଲେଖିଛନ୍ତି, 'ସବୁଦିନ ପାଇଁ ଲଭ ଷ୍ଟୋରୀ' ।

ନିକଟରେ ଜେନେଲିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ପାର୍କରେ ମସ୍ତି କରୁଥିବାର ନଜର ଆସିଥିଲେ।

ପ୍ରକାଶ ଥାଉ ଯେ, ଜେନେଲିଆ ଏବଂ ରିତେଶ 10 ବର୍ଷ ପରସ୍ପରକୁ ଡେଟ କରିବା ପରେ 2012 ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.