ETV Bharat / sitara

କୋଭିଡ-19ରୁ ସୁସ୍ଥ ହେଲେ ଜେନେଲିଆ

author img

By

Published : Aug 29, 2020, 9:34 PM IST

ଶନିବାର ଜେନେଲିଆ ଡି’ସୁଜା କୋଭିଡ -19 ରୁ ସୁସ୍ଥ ହୋଇଥିବା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅଧିକ ପଢନ୍ତୁ...

genelia dsouza recovers from covid 19
କୋଭିଡ -19 ରୁ ସୁସ୍ଥ ହେଲେ ଜେନେଲିଆ

ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଜେନେଲିଆ ଡି’ସୁଜା କୋଭିଡ -19 ରୁ ସୁସ୍ଥ ହୋଇଥିବା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି ।

ଜେନେଲିଆ କହିଛନ୍ତି, ତିନି ସପ୍ତାହ ପୂର୍ବରୁ ମୋର କୋରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା । ଯେଉଁଥି ପାଉଁ ମୁଁ 21 ଦିନ ଆଇସୋଲେସନରେ ରହିଥିଲି । ଏହି 21 ଦିନ ମୋ ପାଇଁ ବହୁତ ଚାଲେଞ୍ଜିଂ ଥିଲା । ମୁଁ ବହୁତ ଏକୁଟିଆ ଅନୁଭବ କରୁଥିଲି । ଆଜି ମୋର କୋରୋନା ଟେଷ୍ଟ ନେଗେଟିଭ ବାହାରିଲା । ଏବେ ମୁଁ ବହୁତ ଖୁସି ଅଛି ।

ଜେନେଲିଆଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, କନିକା କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ବି-ଟାଉନ ସେଲିବ୍ରିଟିମାନେ କୋରୋନା ସଂକ୍ରମିତ ଥିଲେ ଏବଂ ସେମାନେ ସବୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.