ETV Bharat / sitara

ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର - ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର

ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଅଧିକ ପଢନ୍ତୁ...

Gangubai Kathiawadi teaser: 'Kumari aapne chora nahi aur Shrimati kisi ne banaya nahin'
ଆସିଲା ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର
author img

By

Published : Feb 24, 2021, 6:44 PM IST

ମୁମ୍ବାଇ: ଦୀର୍ଘ ସମୟ ଅପେକ୍ଷା ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ ଅବସରରେ ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ଟିଜର ମୁକ୍ତିଲାଭ କରିଛି । ମଙ୍ଗଳବାର ଏହାର ସୂଚନା ମେକର୍ସ ଦେଇଥିଲେ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଯେଉଁଥିରେ ଆଲିୟା ଭଟ୍ଟଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି ।

ଟିଜର ଆରମ୍ଭରେ, କୁହାଯାଏ ଯେ, "କାମାଠୀପୁରାରେ କେବେ ଅମାବାସ୍ୟାର ରାତି ହୁଏ ନାହିଁ ...କାରଣ ଗଙ୍ଗୁ ସେଠାରେ ରୁହନ୍ତି" ଆପଣ ଏହି ଡାଇଲଗ ଶୁଣିବେ ।

ଏହି ଫିଲ୍ମ 30 ଜୁଲାଇ 2021 ରେ ମୁକ୍ତିଲାଭ କରିବ ।

ଖବର ଅନୁଯାୟୀ, ଗଙ୍ଗୁବାଇ କାଠିଆୱାଡିଙ୍କ ପ୍ରକୃତ ନାମ ଗଙ୍ଗା ହରଜିବନଦାସ ଏବଂ ସେ ଗୁଜୁରାଟର ଏକ ଧନୀ ପରିବାରର ଥିଲେ । ସେ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ବିବାହ ପରେ ସେ ମୁମ୍ବାଇ ଯାଇଥିଲେ ଏବଂ ଏଠାରୁ ହିଁ ଗଙ୍ଗୁବାଇଙ୍କ ଜୀବନର କଷ୍ଟକର ସମୟ ଆରମ୍ଭ ହୋଇଥିଲା ।

ପ୍ରକାଶ ଥାଉ ଯେ, ଆଲିଆ ଭଟ୍ଟଙ୍କ ବ୍ୟତୀତ ବିଜୟ ରାଜ, ହୁମା କୁରେଶି, ଶାନ୍ତନୁ ଏବଂ ସୀମା 'ଗଙ୍ଗୁବାଇ କାଠିଆୱାଡି'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ଇମରାନ୍ ଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.