ଲକ୍ଷ୍ନୌ: କାନପୁରରେ ସିଓ ସମେତ 8 ପୋଲିସକର୍ମୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନରୁ ଗିରଫ କରାଯାଇଛି । ମୁଖ୍ୟ କଥା ହେଲା ଯେ ବିକାଶ ଉଜ୍ଜୈନର ମହାକାଳ ମନ୍ଦିର ଦର୍ଶନ କରି ସେଠାରେ ଥିବା ଗାର୍ଡକୁ ନିଜର ପରିଚୟ ଦେଇ ପୋଲିସକୁ ସୂଚନା ଦେବାକୁ କହିଥିଲା । ଯାହାପରେ ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କ ଗିରଫ ଉପରେ ବୟାନ ଦେଇ ଚର୍ଚ୍ଚାରେ ଫେମସ ନିର୍ଦ୍ଦେଶକ ଅଶୋକ ପଣ୍ଡିତ ।
ଏହି କଥାର ସୂଚନା ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦେଇଛନ୍ତି । ତାଙ୍କ ଗିରଫ ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଅନେକ ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳୁଛି । ସେହିପରି ଅଶୋକ ଟ୍ବିଟ କରି ବିକାଶକୁ ଫାଶି ଦେବାର ଦାବି କରିଛନ୍ତି ।
-
#HangVikasDubey #HangVikasDubey#HangVikasDubey#HangVikasDubey.
— Ashoke Pandit (@ashokepandit) July 9, 2020 " class="align-text-top noRightClick twitterSection" data="
In public. #VikasDubeyArrested @myogiadityanath @Uppolice
">#HangVikasDubey #HangVikasDubey#HangVikasDubey#HangVikasDubey.
— Ashoke Pandit (@ashokepandit) July 9, 2020
In public. #VikasDubeyArrested @myogiadityanath @Uppolice#HangVikasDubey #HangVikasDubey#HangVikasDubey#HangVikasDubey.
— Ashoke Pandit (@ashokepandit) July 9, 2020
In public. #VikasDubeyArrested @myogiadityanath @Uppolice
ସେ ଟ୍ବିଟରେ ଲେଖିଛନ୍ତି, ‘ବିକାଶ ଦୁବେକୁ ସର୍ବସାଧାରଣରେ ଫାଶୀ ଦେବା ଦରକାର ।’ ଆଉ ସେ ଏହି ଟ୍ବିଟକୁ ଉତ୍ତରପ୍ରଦେଶ ପୋଲିସକୁ ଟ୍ୟାଗ ମଧ୍ୟ କରିଛନ୍ତି ।