ETV Bharat / sitara

ସର୍କିଟ ଓ ନେହାଙ୍କ ଉପରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ

ସୋସିଆଲ ମିଡିଆରେ ଏକାଠି ଦେଖିବାକୁ ମିଳୁଛି ଅଭିନେତା ଅର୍ଶଦ ୱାରସୀ ଓ ନେହା ଧୂପିୟାଙ୍କୁ । ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନେହା ।

author img

By

Published : Jun 9, 2019, 3:57 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ନେହା ଧୂପିୟା

ମୁମ୍ବାଇ: ଅଭିନେତ୍ରୀ ନେହା ଧୂପିୟା ଫିଲ୍ମ ଠାରୁ ଅଧିକା ନିଜ ଷ୍ଟାଇଲ୍ସ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ପୋଷ୍ଟ କରୁଥିବାର ନଜର ଆସି ଥାଆନ୍ତି । ଇତିମଧ୍ୟରେ ନେହା ଏବେ ବି-ଟାଉନର ସର୍କିଟ ଅର୍ଶଦ ୱାରସୀଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

ଅନ୍ୟପଟେ ତାଙ୍କର ଏହି ଫଟୋରେ ସୋସିଆଲ ମିଡିଆ ୟୁଜର୍ସ କ୍ୟାପସନ ମାଗିବାରେ ଲାଗିପଡିଛନ୍ତି । ତାଙ୍କ ଏହି ପୋଷ୍ଟରେ ଏବେ ମଜାଦାର କମେଣ୍ଟ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।

କଥାଟି ହେଲା ନେହା ଯେଉଁ ପୋଷ୍ଟ କରିଛନ୍ତି ସେଥିରେ ଅର୍ଶଦ ନିଜ ଗୋଟିଏ ଗାଲରେ ହାତ ରଖିଥିବାର ଦେଖାଯାଇଥିବା ବେଳେ ନେହାଙ୍କ ଧ୍ୟାନ ଅନ୍ୟ କେଉଁଠାରେ ଥିବାର ନଜର ଆସୁଛି ।

ନେହାଙ୍କ ଏହି ଫଟୋରେ ଜଣେ ଫ୍ୟାନ ଲେଖିଛନ୍ତି, "ଅର୍ଶଦ, ନେହା ସେ ବୋଲ ରହା ହେ କି ଥପ୍ପଡ ସେ ଡର ନହିଁ ଲଗତା ସାହେବ ଔର ନେହା ଉନେହଁ ଫଟାକ ମାରତି ହେ ଔର ବୋଲ ରହି ହେ ଆଚ୍ଛା ବେଟା "।

ସେହିପରି ଆଉ ଜଣେ ଲେଖିଛନ୍ତି, "ୱୋ ଦେଖ ଏକ ହଟ ବନ୍ଦା, ଅର୍ଶଦ, ଓ ତେରୀ ଶାଦୀ ହୋ ଚୁକି ହେ ନେହା ।" ଅନ୍ୟପଟେ ଆଉ ଜଣେ ଲେଖିଛନ୍ତି, "ସର୍କିଟ ୱହାଂ ଦେଖ ମୁନ୍ନା ଆ ରେଲା ହେ ।" ଏହିପରି ଅନେକ ମଜାଦାର କମେଣ୍ଟ ନେହାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.