ETV Bharat / sitara

ପୁଲୱାମା ଆକ୍ରମଣକୁ 2 ବର୍ଷ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ବଲିଉଡ

author img

By

Published : Feb 14, 2021, 7:33 PM IST

ପୁଲୱାମା ଆକ୍ରମଣକୁ ଦୁଇବର୍ଷ ପୁରିଛି । ଯାହାକୁ ନେଇ ବଲିଉଡ ସେଲିବ୍ରିଟିମାନେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

film-personalities-pay-homage-to-pulwama-martyrs
ପୁଲୱାମା ଆକ୍ରମଣରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ପୁଲୱାମା ଆକ୍ରମଣକୁ ଦୁଇବର୍ଷ ପୁରିଛି । ପ୍ରେମର ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିଲେ 40ରୁ ଊର୍ଦ୍ଧ୍ବ ସିଆରପିଏଫ ଯବାନ । ଆଜି ସେହି ବୀରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବଲିଉଡ ସେଲିବ୍ରିଟି ।

ଅକ୍ଷୟ କୁମାର ଶହୀଦଙ୍କ ଫଟୋ ଟ୍ବିଟରରେ ସେୟାର କରି କହିଛନ୍ତି ଯେ, #ପୁଲୱାମା ଆଟାକରେ ବୀରଙ୍କ ସାହସିକତା ଏଥିସହିତ ତୁମର ସର୍ବୋଚ୍ଚ ବଳିଦାନକୁ ଭାରତ କେବେ ଭୁଲି ପାରିବନାହିଁ । ଶହୀଦଙ୍କ ଫଟୋ ସେୟାର କରି ବରୁଣ ଧୱନ କ୍ୟାପସନରେ ଲେଖିଛନ୍ତି, 'ଜୟ ହିନ୍ଦ'।

ଆତଙ୍କବାଦୀ ଆକ୍ରମଣରେ ଶହୀଦ ପରିବାରବର୍ଗଙ୍କ ପାଇଁ ଅଭିନେତା କାର୍ତ୍ତିକ ଆର୍ୟାନ ପ୍ରାର୍ଥନା କରିଥିଲେ । ରାଜକୁମାର ରାଓ ଟ୍ବିଟ କରିଛନ୍ତି, 'ଆମର ସମସ୍ତ ଶହୀଦ ଭାଇମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି'।

  • #PulwamaAttack के शहीदों को नमन🙏 On this day, 2 years back 40 soldiers sacrificed their lives for our nation in Pulwama attack. Prayers for the brave souls and their families. We'll always be in debt of yours 🇮🇳🙏 pic.twitter.com/wU0NDDmkTN

    — Kartik Aaryan (@TheAaryanKartik) February 14, 2021 " class="align-text-top noRightClick twitterSection" data=" ">

ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ଟ୍ବିଟରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.