ETV Bharat / sitara

ବିଗିଡିଲା ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥା - ବିଗିଡିଲା ମିଥୁନଙ୍କ ସ୍ବାସ୍ଥ୍ୟ ଅବସ୍ଥା

ମସୁରୀରେ ବିଳମ୍ବିତ ରାତିରେ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ହଠାତ୍ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଅଧିକ ପଢନ୍ତୁ...

film-actor-mithun-chakraborty-health-deteriorated-in-mussoorie
ବିଗିଡିଲା ମିଥୁନଙ୍କ ସ୍ବାସ୍ଥ୍ୟ ଅବସ୍ଥା
author img

By

Published : Dec 20, 2020, 5:13 PM IST

ମସୁରୀ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ହଠାତ୍ ମସୁରୀରେ ଖରାପ ହୋଇଯାଇଥିଲା । ସୂଚନା ପାଇବା ପରେ ଘଟଣାସ୍ଥଳରେ ଡାକ୍ତରମାନେ ପହଞ୍ଚି ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।

ମିଥୁନ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ମସୁରୀକୁ ଆସିଛନ୍ତି । ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'ର ସୁଟିଂ ପାଇଁ ମିଥୁନ, ଅନୁପମ ଖେରଙ୍କ ସମେତ ଅନେକ କଳାକାର ମସୁରୀରେ ଅଛନ୍ତି ।

ଏହି କ୍ରମରେ ଶନିବାର ବିଳମ୍ବିତ ରାତିରେ ମିଥୁନଙ୍କର ହଠାତ୍ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ଯେଉଁଥିପାଇଁ ସେ ଫିଲ୍ମ ଲୋକେସନରେ ମଧ୍ୟ ପହଞ୍ଚି ପାରିନଥିଲେ ।

ବର୍ତ୍ତମାନ ଡାକ୍ତରମାନେ ମିଥୁନଙ୍କ ପରୀକ୍ଷା କରି କହିଛନ୍ତି ଯେ ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଔଷଧ ଦିଆଯାଉଛି, ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ପ୍ରକାଶ ଥାଉ ଯେ, ମିଥୁନଙ୍କୁ ଶେଷ ଥର ପାଇଁ 'ଦ ତସ୍କାନ୍ତ ଫାଇଲ୍ସ'ରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.