ETV Bharat / sitara

ସ୍କେଚ କରି କୋଭିଡ -19 ରିଲିଫ ଫଣ୍ଡକୁ 2.5 ଲକ୍ଷ ଦେଲେ ଫରାହଙ୍କ ଲାଡଲୀ

author img

By

Published : May 13, 2020, 7:59 AM IST

ଫରାହ ଖାନଙ୍କ ଝିଅ ଅନ୍ୟା ସ୍କେଚ କରି 2.5 ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି । ଅନ୍ୟା ଏହି ଟଙ୍କା କୋଭିଡ -19 ରିଲିଫ ଅଭିଯାନରେ ଦାନ କରିଛନ୍ତି । ଅନ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା 100 ରୁ ଅଧିକ ସ୍କେଚକୁ ଦର୍ଶାଇ ଏକ ଭିଡିଓ ସେୟାର କରି ଫରାହ ଏହି ସୂଚନା ଦେଇଥିଲେ । ଏନେଇ ଫରାହ ଅନ୍ୟାକୁ ଧନ୍ୟବାଦ ଜଣାଇଥିଲେ । ଅଧିକ ପଢନ୍ତୁ...

Farah's daughter gave Rs 2.5 lakh in Kovid-19 relief campaign, filmmaker said thank you
କୋଭିଡ -19 ରିଲିଫ ଅଭିଯାନରେ ଫରାହଙ୍କ ଝିଅ ଦେଲେ 2.5 ଲକ୍ଷ ଟଙ୍କା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫରାହ ତାଙ୍କ ଝିଅ ଅନ୍ୟାଙ୍କ ଦ୍ୱାରା ପ୍ରସ୍ତୁତ 100 ରୁ ଅଧିକ ସ୍କେଚ କରିଥିବାର ଦେଖାଇଥିଲେ । ଏହି ଭିଡିଓର କ୍ୟାପସନରେ ଫାରାହ ଲେଖିଛନ୍ତି ଯେ, 100 ରୁ ଅଧିକ ସ୍କେଚ ପ୍ରସ୍ତୁତ କରାଯାଇଛି ।

ଫରାହ କହିଛନ୍ତି ଯେ, ଏହି ସମସ୍ତ ସ୍କେଚ ଅନ୍ୟା ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ସ୍କେଚ ପ୍ରସ୍ତୁତ କରି ଅନ୍ୟା ଏପର୍ଯ୍ୟନ୍ତ 2.5 ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରି କୋଭିଡ -19 ରିଲିଫ ଅଭିଯାନରେ ଦାନ କରିଛନ୍ତି ।

ଏହି ଭିଡିଓକୁ ଦେଖି ଅନେକ ସେଲିବ୍ରିଟିମାନେ ଫରାହଙ୍କ ଝିଅର ଏହି ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କାର୍ତ୍ତିକ ଆର୍ୟାନ, ଭାବନ ପାଣ୍ଡେ, ସୋନୁ ସୁଦ, ଏବଂ ରାକୁଲପ୍ରୀତ ସିଂଙ୍କ ସମେତ ଅନେକ ସେଲିବ୍ରେଟିମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ।

ଏହି ଭିଡିଓରେ ଗାୟକ ସୋନୁ ସୁଦ ଲେଖିଛନ୍ତି ଯେ, ଅନ୍ୟା 'ପ୍ରକୃତରେ ଜଣେ ରକଷ୍ଟାର'। ଏହାର ଉତ୍ତରରେ ଫରାହ ଲେଖିଛନ୍ତି ଯେ, 'ତୁମ ପାଇଁ' । ଏହି ଭିଡିଓରେ ଅଭିନେତ୍ରୀ ରକୁଲପ୍ରୀତ ଲେଖିଛନ୍ତି ଯେ, ଓ୍ବାଓୋ ଲଭଲି । ଏହି ଭିଡିଓରେ ଅଭିନେତା କାର୍ତ୍ତିକ ଲେଖିଛନ୍ତି ଯେ, ସୋ କୁଲ । ଏହାର ଉତ୍ତରରେ ଫରାହ ଲେଖିଛନ୍ତି ଯେ, ଅର୍ଡର ଦେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.