ETV Bharat / sitara

‘ଭାରତ’ର ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବା ପାଇଁ ଫ୍ୟାନଙ୍କ ପାଗଳାମୀ

ଆଗକୁ ଇଦରେ ଆସୁଛି ଭାଇଜାନଙ୍କ ଫିଲ୍ମ ଭାରତ । ଫିଲ୍ମ ପାଇଁ ଟିକେଟର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ତେବେ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବା ପାଇଁ ଫ୍ୟାନଙ୍କ ପାଗଳାମି ।

author img

By

Published : Jun 2, 2019, 10:53 AM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ଭାଇଜାନଙ୍କ ଫିଲ୍ମ ଦେଖିବା ପାଇଁ ସବୁବେଳେ ଫ୍ୟାନଙ୍କ ଭିତରେ କ୍ରେଜ ଥାଏ । ବର୍ତ୍ତମାନ ଭାରତର କ୍ରେଜ ସବୁଆଡେ । ଫ୍ୟାନ୍ସ ଅତି ଉତ୍ସାହର ସହ ଫିଲ୍ମର ରିଲିଜର ଅପେକ୍ଷା କରିଛନ୍ତି । ତେବେ ଜଣେ ଫ୍ୟାନ ସଲମାନଙ୍କ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବା ପାଇଁ ପୁରା ସିନେମା ହଲକୁ ବୁକ କରିଛି ।

ନାସିକର ଆଶିଷ ସିଂଘଳ ଭାଇଜାନଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ ଏପରି କରିଛନ୍ତି । ତେବେ ପ୍ରତିଥର ଫ୍ୟାନଙ୍କ ପାଗଳାମୀର ଏପରି ଉଦାହରଣମାନ ଆସେ । ପ୍ରକାଶ ଥାଉକି, ଭାରତରେ ସଲମାନଙ୍କ ପାଞ୍ଚଟି ଅଲଗା ଅଲଗା ରୂପ ଦେଖିବାକୁ ମିଳିବ ।

ଫିଲ୍ମର ଟ୍ରେଲର ପ୍ରଥମରୁ ହିଁ ଦର୍ଶକଙ୍କ ମନରେ ଯାଗା ବନେଇସାରିଛି । ଫିଲ୍ମରେ ସଲମାନଙ୍କ ସହ ତବୁ, କ୍ୟାଟ୍ରିନା କୈଫ, ସୁନୀଲ ଗ୍ରୋଭର, ଦିଶା ପଟ୍ଟନିଙ୍କୁ ଦେଖିବାକୁ ମିଳିବ । ଜୁନ 5ରେ ଫିଲ୍ମକୁ ରିଲିଜ କରାଯିବ । ଏଥିପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି ।

Intro:Body:

dfsdfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.