ETV Bharat / sitara

ଈଶାଙ୍କ ଜୀବନ ବଦଳାଇ ଦେଇଥିଲା 'ରୁଷ୍ଟମ୍'

author img

By

Published : Aug 12, 2020, 6:37 PM IST

ଈଶା ଫିଲ୍ମ 'ରୁଷ୍ଟମ'ରୁ ତାଙ୍କ ଚରିତ୍ରର ଲୁକ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟର କ୍ୟାପସନ୍ ରେ ଈଶା ଲେଖିଛନ୍ତି, ‘ରୁଷ୍ଟମ୍’ଆଜି 4 ବର୍ଷ ପୂରଣ କରିଛି । "ଏହି ଏକ ଚଳଚ୍ଚିତ୍ର ଯାହା ମୋ ଜୀବନକୁ ବଦଳାଇ ଦେଇଛି "। ଅଧିକ ପଢନତୁ...

Esha Gupta celebrates four years of 'Rustom'; calls it 'A film that changed my life'
'ରୁଷ୍ଟମ୍'@4, ଈଶାଙ୍କ ଜୀବନକୁ ବଦଳାଇ ଦେଇଥିଲା ଫିଲ୍ମ

ନୂଆଦିଲ୍ଲୀ: ବଲିଉଡର ସେକ୍ସୀ ଅଭିନେତ୍ରୀ ଈଶା ଗୁପ୍ତାଙ୍କ ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘ରୁଷ୍ଟମ୍’ଆଜି 4 ବର୍ଷ ପୂରଣ କରିଛି । ଏହି ଅବସରରେ ଈଶା ବହୁତ ଖୁସି ଜାହିର କରି କହିଛନ୍ତି, 'ଏହି ଏକ ଚଳଚ୍ଚିତ୍ର ଯାହା ମୋ ଜୀବନକୁ ବଦଳାଇ ଦେଇଛି' ।

ଏହି ସମୟରେ ଈଶା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।

ଆଜି ଈଶା ଫିଲ୍ମ 'ରୁଷ୍ଟମ'ରୁ ତାଙ୍କ ଚରିତ୍ରର ଲୁକ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ପୋଷ୍ଟର କ୍ୟାପସନ୍ ରେ ଈଶା ଲେଖିଛନ୍ତି, ‘ରୁଷ୍ଟମ୍’ଆଜି 4 ବର୍ଷ ପୂରଣ କରିଛି । "ଏହି ଏକ ଚଳଚ୍ଚିତ୍ର ଯାହା ମୋ ଜୀବନକୁ ବଦଳାଇ ଦେଇଛି "। ଆପଣମାନେ ଏହି ଫିଲ୍ମକୁ ଏତେ ସାରା ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ, ପୁରା ରୁଷ୍ଟମ ଟିମକୁ ମଧ୍ୟ ଧନ୍ୟବାଦ ।

ଟିନୁ ସୁରେଶ ଦେଶାଇଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଈଶାଙ୍କ ସମେତ ଅଭିନେତା ଅକ୍ଷୟ କୁମାର, ଇଲିଆନା ଡିକ୍ରୁଜ ଏବଂ ଅରଜନ ବାଜୱା ମଧ୍ୟ ଅଭିନୟ କରିଥିଲେ। ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି ବହୁତ ହିଟ କରିଥିଲା ।

ବର୍ତ୍ତମାନ ଈଶା ପରିବାର ସହ ଘରେ ସମୟ କାଟୁଛନ୍ତି ।

ପ୍ରକାଶ ଥାଉ କି,ଏହି ସମୟରେ 'ଜନ୍ନତ ୨' ଅଭିନେତ୍ରୀ ଜଣାଇଛନ୍ତି ଯେ ସେ ମାନୁଏଲ କ୍ୟାମ୍ପୋସ ଗୁଆଲାରଙ୍କ ସହ ରିଲେସନସିପରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.