ETV Bharat / sitara

ହେଟର୍ସଙ୍କୁ ଦିବ୍ୟାଙ୍କ କଡା ଜବାବ

author img

By

Published : Jun 30, 2020, 4:37 PM IST

ପୁଣି ଚର୍ଚ୍ଚାରେ ଟି-ସିରିଜ ମାଲିକଙ୍କ ଭୂଷଣ କୁମାରଙ୍କ ପତ୍ନୀ । ଏଥର ସେ ଶାନଦାର ଅନ୍ଦାଜରେ ହେଟର୍ସଙ୍କୁ କଡା ଜବାବ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଖୋସଲା କୁମାର

ମୁମ୍ବାଇ: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କରାଯାଇଥିବା ଭେଦଭାବ ଓ ମାଫିଆଗିରିକୁ ନେଇ ଲୋକପ୍ରିୟ ଗାୟକ ସୋନୁ ନିଗମ ଓ ଦିବ୍ୟା ଖୋସଲା କୁମାରଙ୍କ ବିବାଦ ଥମିବାର ନାଁ ନେଉନାହିଁ । ଏହି କ୍ରମରେ କେବେ ଦିବ୍ୟା ଭିଡିଓ ଅପଲୋଡ କରୁଛନ୍ତି ତ କେବେ ସୋନୁ କଡା ଜବାବ ଦେଇ ଚର୍ଚ୍ଚାରେ ଆସୁଛନ୍ତି । ହେଲେ ଏହି ମାମଲାରେ ଦିବ୍ୟା ଅଧିକ ଟ୍ରୋଲ ହେବାରେ ଲାଗିଛନ୍ତି । ଯାହାର ଜବାବ ବର୍ତ୍ତମାନ ସେ ନିଜର ଏକ ଫଟୋ ସେୟାର କରି ହେଟର୍ସଙ୍କୁ ଦେଇଛନ୍ତି ।

ଦିବ୍ୟା ନିଜର କୁକ ସେରୁଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେରୁ ତାଙ୍କ ପାଇଁ ଦହି ଜଲେବି ଆଣିଥିବାର ନଜର ଆସୁଛନ୍ତି । ଆଉ ଜଲେବି ଖାଉଥିବା ସମୟରେ ଦିବ୍ୟା ଫଟୋ କ୍ଲିକ କରିଛନ୍ତି ।

ଯାହାକୁ ସେୟାର ଦିବ୍ୟା କ୍ୟାପସନରେ ଲେଖିଛନ୍ତି, ‘ମୋର ୱାର୍ଲ୍ଡ ଫେମସ କୁକଙ୍କ ସହ ଗୋଟିଏ ଫଟୋ, ସେରୁଙ୍କ ହାତର ମିଠା ଖାଇ ରାଗ ଶାନ୍ତ କର ଡିୟର ହେଟର୍ସ । ନହେଲେ ସେରୁ ଜିଙ୍କ ଅଭିଶାପରେ ଆପଣଙ୍କ ନାକ ଫୁଲି ଯିବ ।’

ପ୍ରକାଶ ଥାଉକି ଦିବ୍ୟା ନିକଟରେ ନିଜ ଇନଷ୍ଟାଗ୍ରାମର କମେଣ୍ଟ ସେକ୍ସନକୁ ଲୁଚାଇ ଦେଇଥିଲେ । ଯାହାଦ୍ବାରା ବର୍ତ୍ତମାନ ୟୁଜର୍ସଙ୍କ କମେଣ୍ଟ ଶୋ କରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.