ETV Bharat / sitara

ବୋଲ୍ଡ ଫଟୋରେ ଫ୍ୟାନ୍ସଙ୍କୁ ପାଗଳ କଲେ ଦିଶା, ଏମିତି କମେଣ୍ଟ କଲେ ଟାଇଗର

ସୋସିଆଲ ମିଡିଆରେ ବୋଲ୍ଡ ଅନ୍ଦାଜରେ ଫଟୋ ଛାଡି ଫ୍ୟାନ୍ସଙ୍କୁ ପାଗଳ କଲେ ଦିଶା, ଏମିତି କମେଣ୍ଟ କଲେ ଟାଇଗର । ଅଧିକ ପଢନ୍ତୁ...

author img

By

Published : Oct 4, 2021, 5:37 PM IST

ବୋଲ୍ଡ  ଫଟୋରେ ଫ୍ୟାନ୍ସଙ୍କୁ ପାଗଳ କଲେ ଦିଶା, ଏମିତି କମେଣ୍ଟ କଲେ ଟାଇଗର
ବୋଲ୍ଡ ଫଟୋରେ ଫ୍ୟାନ୍ସଙ୍କୁ ପାଗଳ କଲେ ଦିଶା, ଏମିତି କମେଣ୍ଟ କଲେ ଟାଇଗର

ମୁମ୍ବାଇ: ବିଟାଉନର ହଟ୍ ଅଭିନେତ୍ରୀ ଦିଶା ପଟାନୀ । ଯିଏକି ସବୁବେଳେ ନିଜ ଫିଟନେସ ଓ ଓ୍ବାର୍କ ଆଉଟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଯେଉଁଥି ପାଇଁ ବଲିଉଡରେ ଦିଶାଙ୍କୁ ଲେଡି ଟାଇଗର ଶ୍ରଫ ମଧ୍ୟ କହିଲେ କିଛି ଭୁଲ ହେବନି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ଓ ଷ୍ଟଣ୍ଟ ଭିଡିଓ ସେୟାର କରି ଦର୍ଶକଙ୍କୁ ଘାଇଲା କରିଥାନ୍ତି । ଏବେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ପୁଣି ଦିଓ୍ବାନା କରିଛନ୍ତି ଦିଶା । ଯେଉଁଥିରେ କି ସେ ଏକ କଳା ରଙ୍ଗର ଷ୍ଟ୍ରାପଲେସ୍ ଗାଉନ ପିନ୍ଧି ବୋଲ୍ଡ ଅବତାରରେ ନଜର ଆସିଛନ୍ତି । ଏହି ଫଟୋରେ ଦିଶାଙ୍କ ଫ୍ୟାନ୍ସ କେବଳ ଫାୟାର ଇମୋଜି ଦେଇଛନ୍ତି ।

ତେବେ ଦିଶା ପଟାନୀଙ୍କ ଏହି ବୋଲ୍ଡ ଫଟୋରେ କମେଣ୍ଟ କରିଛନ୍ତି ଟାଇଗର ଶ୍ରଫ । ସେ ଏକ ଅଗ୍ନିର ଇମୋଜି ଓ ହାଟ ଇମୋଜି ଦେଇଛନ୍ତି । ଟାଇଗରଙ୍କ ଏହି କମେଣ୍ଟରେ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଟାଇଗର ଜିନ୍ଦା ହୈ । ସେହିପରି ଦିଶାଙ୍କ ଫଟୋରେ ଆଉ ଜଣେ କମେଣ୍ଟ କରିଛନ୍ତି ଯେ ଦିଶା ଇଜ ମାଇ କ୍ରସ । ତେବେ ପୂର୍ବରୁ ମଧ୍ୟ ଅନେକ ବୋଲ୍ଡ ଫଟୋ ଛାଡି ଫ୍ୟାନ୍ସଙ୍କ ହୋସ ଉଡାଇଥିଲେ ଦିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.