ETV Bharat / sitara

FIR ପରେ, ବିକିନି ଫଟୋ ସେୟାର କରି ଟ୍ରୋଲ ହେଲେ ଦିଶା - FIR ପରେ ବିକିନି ଫଟୋ ସେୟାର କରି ଟ୍ରୋଲ ହେଲେ ଦିଶା

ବୁଧବାର ରାତିରୁ ବଲିଉଡ ଅଭିନେତ୍ରୀ ଦିଶା ପଟାନି ଖୁବ୍ ଚର୍ଚ୍ଚାରେ । ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ କୋଭିଡ ନିୟମ ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ । ଏବେ କୌତୁହଳର ବିଷୟ ହେଉଛି ମୁମ୍ବାଇ ପୋଲିସର ଟ୍ବିଟ ପରେ ଦିଶା ଇନଷ୍ଟାଗ୍ରାମରେ ବିକିନିରେ ନିଜର ଏକ ହଟ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

disha-patani-shares-bikini-photo-minutes-after-mumbai-police-takes-a-dig-at-fir-against-her-and-tiger
FIR ପରେ,ବିକିନି ଫଟୋ ସେୟାର କରି ଟ୍ରୋଲ ହେଲେ ଦିଶା
author img

By

Published : Jun 3, 2021, 5:24 PM IST

ନୂଆଦିଲ୍ଲୀ : ବୁଧବାର ରାତିରୁ ବଲିଉଡ ଅଭିନେତ୍ରୀ ଦିଶା ପଟାନି ଖୁବ୍ ଚର୍ଚ୍ଚାରେ । କୋଭିଡ ନିୟମ ଭାଙ୍ଗି ଫସିଥିଲେ ବଲିଉଡ ଅଭିନେତା ଓ ଅଭିନେତ୍ରୀ । ମୁମ୍ବାଇରେ ଭୟାନକ ସ୍ଥିତିରେ ରହିଛି କୋରୋନା । ଏହି ସମୟରେ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ କୋଭିଡ ନିୟମ ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ ।

  • In the ongoing ‘War’ against the virus, going ‘Malang’ on the streets of Bandra cost dearly to two actors who have been booked under sections 188, 34 IPC by
    Bandra PStn . We request all Mumbaikars to avoid unnecessary ‘Heropanti’ which can compromise on safety against #COVID19

    — Mumbai Police (@MumbaiPolice) June 3, 2021 " class="align-text-top noRightClick twitterSection" data=" ">

ପୋଲିସର ସୂଚନାନୁସାରେ, ଟାଇଗର ଓ ଦିଶା ଦିନ 2ଟା ପରେ ତାଙ୍କ ଘରୁ ବାହାରି ବୁଲୁଥିଲେ । ପୋଲିସ ସେମାନଙ୍କୁ ପଚାରିବାରୁ ସେ କିଛି ଉପଯୁକ୍ତ ଉତ୍ତର ଦେଇପାରିନଥିଲେ । କୋଭିଡ ନିୟମ ଉଲଂଘନ କରିବା ନେଇ ଆଇପିସି ଧାରା 188 ଅଧୀନରେ ଉଭୟଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସେମାନଙ୍କ ନାଁରେ କେବଳ ଚାଲାଣ କାଟି ଛାଡି ଦେଇଥିବା କହିଛି ପୋଲିସ ।

ଏବେ କୌତୁହଳର ବିଷୟ ହେଉଛି ମୁମ୍ବାଇ ପୋଲିସର ଟ୍ବିଟ ପରେ ଦିଶା ଇନଷ୍ଟାଗ୍ରାମରେ ବିକିନିରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଦିଶାଙ୍କ ଏହି ହଟ ଲୁକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଳ୍ପ ସମୟ ମଧ୍ୟରେ ଏହି ଫଟୋକୁ 9.67 ଲକ୍ଷ ଲାଇକ ମଧ୍ୟ ମିଳିସାରିଛି ।

ଫଟୋ ସହିତ କ୍ୟାପସନରେ ଦିଶା ଲେଖିଛନ୍ତି, 'ଥ୍ରୋବ୍ୟାକ୍' ।

ପ୍ରକାଶ ଥାଉ କି, ଦିଶାଙ୍କ ଏହି ଫଟୋକୁ କିଛି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ କିଛି ୟୁଜର୍ସ ଟ୍ରୋଲ କରୁଛନ୍ତି । ଜଣେ ୟୁଜର୍ସ କହିଛନ୍ତି, ସବୁକିଛି ଭୁଲିଗଲେ ... ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.