ETV Bharat / sitara

'ମଲଙ୍ଗ'ର ସେଟରୁ ଦିଶାଙ୍କ ଥ୍ରୋବ୍ୟାକ୍ ଫଟୋ - 'ମଲଙ୍ଗ'ର ସେଟରୁ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କଲେ

ନିକଟରେ ଦିଶା ଇନଷ୍ଟାଗ୍ରାମରେ 'ମଲଙ୍ଗ'ର ସେଟରୁ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଥ୍ରୋବ୍ୟାକ୍ ଫଟୋରେ ଦିଶା ଏକ ଧଳା ରଙ୍ଗର କ୍ରପ ଟପ୍ ଏବଂ ଡେନିମ୍ ପ୍ୟାଣ୍ଟ ସହିତ ଷ୍ଟାଇଲିସ୍ ହେୟାର ଷ୍ଟାଇଲରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅଧିକ ପଢନ୍ତୁ...

disha patani shares a gorgeous throwback picture of herself from the sets of malang view post
'ମଲଙ୍ଗ'ର ସେଟରୁ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କଲେ, ଦିଶା
author img

By

Published : Jun 7, 2020, 7:20 AM IST

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପଟାନୀ ବଲିଉଡର ଜଣେ ଜଣାଶୁଣା ଷ୍ଟାଇଲିସ୍ ଅଭିନେତ୍ରୀ । ଦିଶା, ନିର୍ଦ୍ଦେଶକ ମୋହିତ ସୁରିଙ୍କ 'ମଲଙ୍ଗ'ରେ ନିଜର ଚମତ୍କାର ଅଭିନୟ ଦ୍ବାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଲକଡାଉନ ସମୟରେ, ଦିଶା ସୋସିଆଲ ମିଡିଆରେ ତାଙ୍କର କିଛି ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ନିକଟରେ ଦିଶା ଇନଷ୍ଟାଗ୍ରାମରେ 'ମଲଙ୍ଗ'ର ସେଟରୁ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଥ୍ରୋବ୍ୟାକ୍ ଫଟୋରେ ଦିଶା ଏକ ଧଳା ରଙ୍ଗର କ୍ରପ ଟପ୍ ଏବଂ ଡେନିମ୍ ପ୍ୟାଣ୍ଟ ସହିତ ଷ୍ଟାଇଲିସ୍ ହେୟାର ଷ୍ଟାଇଲରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଦିଶାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ପରବର୍ତ୍ତୀ ସମୟରେ,ଦିଶା ସୁପରଷ୍ଟାର ସଲମାନ ଖାନଙ୍କ ସହ 'ରାଧେ: ଇୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ' ରେ ନଜର ଆସିବେ । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶକ ଏହି ଫିଲ୍ମରେ ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଚଳିତ ବର୍ଷ ଇଦ୍‌ରେ ଏହି ଫିଲ୍ମ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଦେଶବ୍ୟାପୀ ଲକଡାଉନ ପଡିଥିବାରୁ ଫିଲ୍ମକୁ ସ୍ଥଗିତ ରଖାଯାଇଛି ।

For All Latest Updates

TAGGED:

ଦିଶା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.