ETV Bharat / sitara

ପୁଣି ‘ଲକ୍ଷ୍ମୀବମ’କୁ ଫେରିଲେ ରାଘବ

author img

By

Published : Jun 2, 2019, 2:49 PM IST

ପୁଣି ଫିଲ୍ମ ଲକ୍ଷ୍ମୀବମକୁ ନେଇ ଫେରିଛନ୍ତି ନିର୍ଦ୍ଦେଶକ ରାଘବ ଲରେନ୍ସ । ନିଜକୁ ଅସମ୍ମାନିତ ଭାବିବାରୁ ଫିଲ୍ମକୁ କହିଥିଲେ ଅଲବିଦା ।

ସୋସିଆଲମିଡିଆ

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ତଥା ଅଭିନେତା ରାଘବ ଲରେନ୍ସ ପୁଣି ଲକ୍ଷ୍ମୀବମର ନିର୍ଦ୍ଦେଶନା କରିବେ । ନିଜକୁ ଅସମ୍ମାନିତ ଭାବିବାରୁ ଫିଲ୍ମକୁ ଛାଡିଥିଲେ ରାଘବ । ତେବେ ପୁଣି ଥରେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି କହିଛନ୍ତି ରାଘବ । ଏଥିପାଇଁ ସେ ଅକ୍ଷୟ କୁମାର ଓ ପ୍ରଯୋଜକ ଶବିନା ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ କିଛି ଦିନ ତଳେ ଫିଲ୍ମ ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଏହାର ଦିନକପରେ ରାଘବ ଫିଲ୍ମ ଛାଡିଥିଲେ । ରାଘବଙ୍କ ଅଭିଯୋଗ ଥିଲା କି ତାଙ୍କୁ ନଜଣଏଇ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି ଓ ପୋଷ୍ଟର ତାଙ୍କ ପସନ୍ଦର ମଧ୍ୟ ନୁହେଁ । ତେବେ ଅକ୍ଷୟ କୁମାର ଓ ଶବିନା ଖାନ ସମସ୍ତ ସମସ୍ୟାର ସମାଧାନ କରିଛନ୍ତି ଓ ପୁଣି ରାଘବ ଫିଲ୍ମକୁ ଫେରିଛନ୍ତି ।

‘ଲକ୍ଷ୍ମୀବମ’, ତେଲୁଗୁ ଫିଲ୍ମ କଞ୍ଚନାର ରିମେକ । ଫିଲ୍ମରେ ଅକ୍ଷୟଙ୍କ ସହ ଅମିତାଭ ବଚ୍ଚନ, କିୟାରା ଆଡଭାନିଙ୍କୁ ଦେଖିବାକୁ ମିଳିବ । 2020 ଜୁନ 5ରେ ଫିଲ୍ମକୁ ରିଲିଜ କରାଯିବ ।

Intro:Body:

dfsdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.