ETV Bharat / sitara

ଋଷିଙ୍କ ସହ ଆକ୍ଟିଂକୁ ମନେ ପକାଇଲେ ମନୀଷ

author img

By

Published : May 6, 2020, 5:41 PM IST

53 ବର୍ଷିୟ ଫ୍ୟାସନ ଡିଜାଇନର ଟ୍ବିଟରରେ ଏହି ଭିଡିଓ ଛାଡିଛନ୍ତି । 2009 ଫିଲ୍ମ ଲକ ବାଏ ଚାନ୍ସରେ ସେ ଋଷିଙ୍କ ସହ ସ୍କ୍ରିନ ସେୟାର କରିବାର ସୁଯୋଗ ପାଇଥିଲେ । ଅଧିକ ପଢନ୍ତୁ...

ରିଷିଙ୍କ ସହ ଆକ୍ଟିଂକୁ ମନେ ପକାଇଲେ ମନୀଷ
ରିଷିଙ୍କ ସହ ଆକ୍ଟିଂକୁ ମନେ ପକାଇଲେ ମନୀଷ

ମୁମ୍ବାଇ: ଦୁନିଆକୁ ଅଲବିଦା କହିସାରିଛନ୍ତି ଭେଟରାନ ଆକ୍ଟର ଋଷି କପୁର । ହେଲେ ଏବେ ବି ତାଙ୍କୁ ମିସ କରୁଛନ୍ତି ବଲିଉଡର ଡିଜାଇନର ମନୀଷ ମଲହୋତ୍ରା । ତାଙ୍କ ସହ କରିଥିବା ଆକ୍ଟିଂକୁ ମନେ ପକାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଭିଡିଓ ।

53 ବର୍ଷିୟ ଫ୍ୟାସନ ଡିଜାଇନର ଟ୍ବିଟରରେ ଏହି ଭିଡିଓ ଛାଡିଛନ୍ତି । 2009 ଫିଲ୍ମ ଲକ ବାଏ ଚାନ୍ସରେ ସେ ରିଷିଙ୍କ ସହ ସ୍କ୍ରିନ ସେୟାର କରିବାର ସୁଯୋଗ ପାଇଥିଲେ । ଏହି ସିନକୁ ସେୟାର କରି ମନୀଷ ଲେଖିଛନ୍ତି ଯେ ଅନ୍ୟ ସମସ୍ତ ସ୍ମୃତିଠାରୁ ଆପଣଙ୍କ ସହ ବିତାଇଥିବା ମୂହୂର୍ତ୍ତ ସବୁଠାରୁ ସ୍ମରଣୀୟ ଓ ଆନନ୍ଦଦାୟକ ।

ପୂର୍ବରୁ ସେ ଋଷିଙ୍କ ମୃତ୍ୟୁ ଖବରରେ ଶୋକପ୍ରକାଶ କରି ଲେଖିଥିଲେ ଯେ ଜଣେ ଚତ୍ମକାର ବ୍ୟକ୍ତିତ୍ବ ଓ ଉତ୍ତମ ମଣିଷଙ୍କୁ ହରାଇଲୁ । ନିଶ୍ଚିତ ଭାବେ ତାଙ୍କୁ ସମସ୍ତେ ମିସ କରିବେ । ଖବରରେ ହୃଦୟ ଭାଙ୍ଗିଯାଇଛି ବୋଲି ମନୀଷ ଗତ ଗୁରୁବାର ଇନଷ୍ଟାଗ୍ରାମରେ ଲେଖିଥିଲେ । କ୍ୟାନ୍ସର ସହ 2 ବର୍ଷର ଲଢେଇ ପରେ ଶେଷରେ ରିଷିଙ୍କ ନିଧନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.