ETV Bharat / sitara

ଧର୍ମା ପ୍ରଡକ୍ସନକୁ ଦିଲ୍ଲୀ ହାଇକୋର୍ଟର ନୋଟିସ

author img

By

Published : Dec 26, 2020, 9:20 PM IST

ଇଣ୍ତିଆନ ସିଙ୍ଗର ରାଇଟସ ଆସୋସିଏସନ(ଆଇଏସଆରଏ) ନିର୍ଦ୍ଦେଶକ-ନିର୍ମାତା କରଣଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ ବିରୋଧରେ ମାମଲା ଦାୟର କରିଛି । ଅଧିକ ପଢନ୍ତୁ...

delhi-high-court-sends-summons-to-karan-johars-dharma-production
ଦିଲ୍ଲୀ ହାଇକୋର୍ଟ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନକୁ ପଠାଇଲା ସମନ

ନୂଆଦିଲ୍ଲୀ: ଫିଲ୍ମ 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ' ବିବାଦ ଥମିବାର ନାଁ ନେଉନାହିଁ । ଭାରତୀୟ ବାୟୁସେନା ଏହି ଫିଲ୍ମ ଉପରେ ପୂର୍ବରୁ ଫିଲ୍ମ ଉପରେ ଆପତ୍ତି ପ୍ରକାଶ କରିସାରିଛି । ଏଥି ସହିତ ଇଣ୍ତିଆନ ସିଙ୍ଗର ରାଇଟସ ଆସୋସିଏସନ(ଆଇଏସଆରଏ) ନିର୍ଦ୍ଦେଶକ-ନିର୍ମାତା କରଣଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ ବିରୋଧରେ ମାମଲା ଦାୟର କରିଛି ।

ଇଣ୍ତିଆନ ସିଙ୍ଗର ରାଇଟସ ଆସୋସିଏସନ ଅଭିଯୋଗ କରିଛି ଯେ, 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ' ଫିଲ୍ମରେ ଏହି ପରର୍ଫରମାନ୍ସକୁ କମରସିଆଲ ଭାବରେ ବ୍ୟବହୃତ ହୋଇଛି । ଆସୋସିଏସନ ଅଭିଯୋଗ କରିଛି ଯେ ଫିଲ୍ମ ରାମ ଲଖନଙ୍କ ଏ ଜି ଓ ଜି, ଫିଲ୍ମର ଖଳନାୟକର ଗୀତ ଚୋଲି କେ ପିଛେ କ୍ୟା ହେ ଏବଂ ପିଲ୍ମ କୁଛ କୁଛ ହୋତା କେ ସାଜନ୍ ଜି ଘର ଆଏ ଗୀତକୁ କମରସିଆଲ ଭାବରେ ବ୍ୟବହୃତ ହୋଇଛି । ଏହି କାରଣରୁ ରୟାଲଟି ମିଳିବା ଉଚିତ୍ ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଇଏସଆରଏ ଦାଖଲ କରିଥିବା ଆବେଦନ ବିରୋଧରେ ଧର୍ମା ପ୍ରଡକ୍ସନ୍ କୁ ନୋଟିସ ଜାରି କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.