ETV Bharat / sitara

ଦୀପିକାଙ୍କ ପିଙ୍କ ଅବତାର, ଭାଇରାଲ ଫଟୋ

author img

By

Published : Feb 1, 2021, 5:12 PM IST

ସୋସିଆଲ ମିଡିଆରେ ଏବର୍ଷର ଫେବୃଆରୀ ମାସକୁ ୱେଲକମ୍ କଲେ ଦୀପିକା । ସେୟାର କଲେ ସୁନ୍ଦର ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ସ୍ପେଶାଲ ଅନ୍ଦାଜରେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ସୋମବାର ଫେବୃଆରୀ ମାସକୁ ସ୍ବାଗତ ଜଣାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା । ସେପଟେ ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କ ଏହି ଅନ୍ଦାଜ ପସନ୍ଦ ଆସିଛି । ଆଉ ଏବେ ଭାଇରାଲ ହେବାରେ ଲାଗିଛି ତାଙ୍କ ନୂଆ ଫଟୋ ।

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବ୍ଲଶ୍ ପିଙ୍କ୍ କୁର୍ତା ପିନ୍ଧି ଖୁବ୍ ଆକର୍ଷଣୀୟ ନଜର ଆସୁଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଫେବୃଆରୀ ।’

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ବର୍ତ୍ତମାନ ସେ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ । ଏହା ବ୍ୟତୀତ ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘83’ରେ ମଧ୍ୟ ନଜର ଆସିବେ । କବୀର ଖାନଙ୍କ ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.