ETV Bharat / sitara

ଲକଡାଉନ ଡାଏରୀ : ବଗିଚାର ଯତ୍ନ ନେଉଛନ୍ତି ଦୀପିକା

author img

By

Published : Apr 22, 2020, 7:40 AM IST

ଲକଡାଉନ ସମୟରେ ଦୀପିକା ପାଦୁକୋନ ବଗିଚାରେ ଗଛ ଗୁଡିକର ଯତ୍ନ ନେଉଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଗଛ ଗୁଡିକର ଯତ୍ନ ନେଉଥିବା ବିଷୟରେ ସୂଚନା ଦେଇଛନ୍ତି । ଦୀପିକା ଗଛ ଗୁଡିକର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଆହୁରି ପଢନ୍ତୁ...

Deepika is taking care of plants during lockdown
ଲକଡାଉନ ଡାଏରୀ : ବଗିଚାର ଯତ୍ନ ନେଉଛନ୍ତି ଦୀପିକା

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏଭଳି ପରିସ୍ଥିତିରେ ବଲିଉଡର କେତେକ ସେଲିବ୍ରିଟିମାନେ ନିଜ ପରିବାର ସହିତ ନିଜ ଘରେ ସମୟ ବିତାଉଛନ୍ତି । ଏହାସହ ଆଉ କେତେକ ସେଲିବ୍ରିଟିମାନେ କିଛି ନା କିଛି କାମ କରି ତାଙ୍କର ସମୟ ବିତାଉଛନ୍ତି ।

ଏହି ସମୟରେ 'ପିକୁ' ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ବଗିଚାର ଯତ୍ନ ନେଉଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଗଛ ଗୁଡିକର ଯତ୍ନ ନେଉଥିବା ବିଷୟରେ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବଗିଚାରୁ ଗଛ ଗୁଡିକର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ଫଟୋର କ୍ୟାପସନରେ ଦୀପିକା ଲେଖିଛନ୍ତି ଯେ, ଲକଡାଉନ ସମୟରେ ବଗିଚାର ଯତ୍ନ ନେଉଛି ।

ନିକଟରେ ଦୀପିକା ତାଙ୍କ ରୋଷେଇ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଥିଲେ । ଦୀପିକା ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂଙ୍କ ସହ ଘରେ ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.